କେନ୍ଦୁଝର: ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ଜେଇ । ପୁରୁଣା କାମର
ବିଲ୍ ପାଇଁ ୬ ହଜାର ନୂଆ କାମ ଠିକା ଦେବା ପାଇଁ ୫ ହଜାର ଏହିପରି
ମୋଟ ୧୧ ହଜାର ଟଙ୍କା ଲାଂଚ ନେବା ବେଳେ କେନ୍ଦୁଝର ସଦର ବ୍ଲକ୍
କନିଷ୍ଟ ଯନ୍ତ୍ରୀ ପ୍ରମୋଦ ପଣ୍ଡାଙ୍କୁ ଧରିଛନ୍ତି ଭିଜିଲାନ୍ସ ।