ଓଡିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର- ବାତ୍ୟା ଅମ୍ପାନ କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡିଶାରେ ପଂହଚିଲା ୫ ଜଣିଆ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଏହି ଟିମ ଓଡିଶା ଆସିଛି । ତିନି ଦିନ ଧରି ଏହି ଟିମ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବ । ଓଡିଶାରୁ ଫେରିବା ପରେ କେନ୍ଦ୍ର ସରକାରକୁ ରିପୋର୍ଟ ଦେବେ ।

Comments (0)
Add Comment