ହାତୀ ଛୁଆର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : କୁଆଁରମୁଣ୍ଡା ରେଂଜରୁ ଏକ ଛୁଆହାତୀର ମୃତ ଦେହ ଉଦ୍ଧାର ହୋଇଛି। ଫାଶ ବସାଇ ଉକ୍ତ ହାତୀଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଛୁଆହାତୀର ମୃତଦେହରେ କ୍ଷତଚିହ୍ନ ଥିବା ଜଣାପଡ଼ିଛି। ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment