ହାଇକୋର୍ଟଙ୍କ ରାୟ ରଦ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ-ପ୍ରବାସୀ ଫେରନ୍ତାଙ୍କ ପ୍ରସଙ୍ଗ ନେଇ ହାଇକୋର୍ଟ ଦେଇଥିବା ରାୟକୁ ରଦ୍ଧ କଲେ ସୁପ୍ରିମକୋର୍ଟ ।ବିନା କୋଭିଡି ଟେଷ୍ଟରେ କୌଣସି ପ୍ରବାସୀ ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିବା ବେଳେ ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିନା ଟେଷ୍ଟରେ ପ୍ରବାସୀ ଶ୍ରମିକ ଓଡିଶା ଆସିପାରିବେ ବୋଲି ନିର୍ଦେଶ ଦେଇଛନ୍ତ ସୁପ୍ରିମକୋର୍ଟ ।

Comments (0)
Add Comment