ନୂଆଦିଲ୍ଲୀ-ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତରମାନେ କହିଛନ୍ତି । କିନ୍ତୁ ତାଙ୍କ ଠାରେ ଜ୍ୱର ଲକ୍ଷଣ ପ୍ରକାଶ ପାଇଛି ।ଜ୍ୱରର କାରଣ ଜାଣିବାକୁ ତାଙ୍କର ପରୀକ୍ଷା କରାଯାଉଛି । ଓ ତାଙ୍କୁ ସମସ୍ତ ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି ।