ସ୍ନାନଯାତ୍ରା ନେଇ ଆଲୋଚନା

ପୁରୀ- ଆସନ୍ତା ଜୁନ ୫ ତାରିଖ ଦିନ ଦାରୁବ୍ରହ୍ମଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତହେବ ।ତେଣୁ ଦଇତାପତି ଓ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା ଓ ଅନବସର ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ରଥ ନିର୍ମାଣ ଏବଂ ରଥଯାତ୍ରରେ ସଂପୃକ୍ତ ସେବକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥିର କରାଯାଇଛି । ବୁଧବାରଠାରୁ ମହାରଣା,ଭୋଇ, ରୂପକାର ଏବଂ କମାର ସେବକଙ୍କ କୋଭିଡ ପରୀକ୍ଷା କରାଯିବ ।

Comments (0)
Add Comment