ଆସନ୍ତା ବର୍ଷ ବି ହୋଇପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ
ପୁରୀ :ଆସନ୍ତା ୨୭ତାରିଖରେ ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ହେଲେ କରୋନା କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଚଳିତ ବର୍ଷ ପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ। ତେବେ ଏଥିଯୋଗୁ ନିରାଶ ହୋଇପଡ଼ୁଥିବା ତଥା ଭାଙ୍ଗି ପଡ଼ୁଥିବା!-->…