ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ ।ଏଯାବତ୍ ୪୩୬ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ୪୩ ବ୍ୟକ୍ତିଙ୍କ ମଧ୍ୟରୁ ଅନୁଗୁଳରୁ ୧୫, ଗଞ୍ଜାମ,ସୁନ୍ଦରଗଡ ଓ ଯାଜପୁର ପ୍ରତ୍ୟେକ ଜିଲ୍ଲାରୁ ୮ ଲେଖାଏଁ ଏବଂପୁରୀ, କେନ୍ଦ୍ରାପଡା, କଟକ, ବୌଦ୍ଧରୁ ଜଣେ ଲେଖାଏଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment