କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଭୁବନେଶ୍ବର:  ତାଜା ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୮ରେ ପହଞ୍ଚିଛି ।  ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୨୩୯, ବାଲେଶ୍ୱର ଜିଲ୍ଲାରେ ୧୨୮, ଭଦ୍ରକ ଜିଲ୍ଲାରେ ୯୮, ଖୋର୍ଦ୍ଧା ଜିଲ୍ଲାରେ ୭୭, ପୁରୀ ଜିଲ୍ଲାରେ ୮୧, କଟକ ଜିଲ୍ଲାରେ ୫୯,  କେନ୍ଦ୍ରାପଡ଼ା ଜିଲ୍ଲାରେ ୪୦, ସୁନ୍ଦରଗଡ଼ ଜିଲ୍ଲାରେ ୩୭, ବୌଦ୍ଧ ଜିଲ୍ଲାରେ ୩୩, ନୟାଗଡ଼ ଜିଲ୍ଲାରେ ୪୫ ଜଣ, ଜଗତସିଂହପୁର ଜିଲ୍ଲାରେ ୩୧ ଜଣ,  ଅନୁଗୁଳ ଜିଲ୍ଲାରେ ୨୫, ମୟୂରଭଞ୍ଜ ଜିଲ୍ଲାରେ ୧୪ , କଳାହାଣ୍ଡି ଜିଲ୍ଲାରୁ ୧୭, କେନ୍ଦୁଝର ଜିଲ୍ଲାରେ ୧୧, ବଲାଙ୍ଗୀର ଜିଲ୍ଲାରେ ୧୬, ମାଲକାନଗିରି ଜିଲ୍ଲାରେ୧୦, ଝାରସୁଗୁଡ଼ା ଜିଲ୍ଲାରେ ୫,  ସମ୍ବଲପୁର ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୫, ଗଜପତି ଜିଲ୍ଲାରେ ୪, ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ୩ ଏବଂ ନୂଆପଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ୨୭ ଜିଲ୍ଲାକୁ ବ୍ୟାପିଛି କରୋନା ସଂକ୍ରମଣ।

Comments (0)
Add Comment