ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ-ଘୁଂଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମେ ୧୬ ତାରିଖ ଦିନ ଏହି ମାମାଲାର ଶୁଣାଣି ହେବାର ଥିଲା ।ତେବେ ଲକଡାଉନ ଯୋଗୁଁ ଜୁଲାଇ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏନେଇ ଟ୍ରିବୁ୍ୟନାଲ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments (0)
Add Comment