ଭୁବନେଶ୍ୱର- ସୁସ୍ଥ ହେଲେ ଆଉ ୮୪ କରେନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ହାର ୭୩୩କୁ ବୃଦ୍ଧି ପାଇଛି । ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରୁ ୨୪, ଯାଜପୁର, ୧୮, ବାଲେଶ୍ୱର୧୧, କଟକ ୭, କେନ୍ଦ୍ରାପଡା ୫, ଖୋର୍ଦ୍ଧା ୪, ପୁରୀ ୪, ନୟାଗଡ ୨, ମୟୂରଭଞ୍ଜ ୨ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି ।