ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା କ୍ୱାରେଂଟାଇନ ସେଂଟର ଭିତରେ ଯୁବକଙ୍କ ମୃତ୍ୟୁ । ଯୁବକ ଜଣଙ୍କ ଶୌଚାଳୟକୁ ଯାଇଥବିା ସମୟରେ ହଠାତ ଅସୁସ୍ଥ ହୋଇ ପଡି ଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲାା ।ମୃତକଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିବାଦ ଜିଲ୍ଲାର କୋହିଦପୁର ଗାଁ ବୋଲି ଜଣାପଡିଛି ।ତେବେ ମୃତ୍ୟୁ ର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।