ଅଜାନ ଆବଶ୍ୟକ କିନ୍ତୁ ଲାଉଡସ୍ପିକର ନୁହେଁ

ଆହ୍ଲାବାଦ- ଅଜାନ ସମୟରେ ଲାଉଡସ୍ପିକର ଆବଶ୍ୟକ ନୁହେଁ । ଏନେଇ ଆହ୍ଲାବାଦ ହାଇକୋର୍ଟ ଉତର ପ୍ରଦେଶ ମସଜିଦ ଗୁଡିକୁ କହିଛନ୍ତି । ଅଜାନକୁ ମୌଳିକ ଅଧିକାର ଭାବେ ବିବେଚନା କରିଥିଲେ ହିଁ ବୈଦତିକ ଉପକରଣ ମାଧ୍ୟମରେ ଉଚ୍ଚାରଣ କରିବା ସପକ୍ଷରେ କୋର୍ଟ ରାୟ ଦେଇନାହାନ୍ତି । ହାଇକୋର୍ଟ ବିଚାରପତି କହିଛନ୍ତି ଇସଲାମ ଧର୍ମ ପାଇଁ ଅଜାନ ଜରୁରୀ ଓ ଇସଲାମର ଅଂଶ ବିଶେଷ । ତେବେ ଏହାକୁ ଲାଉଡସ୍ପିକର କିମ୍ବା ଅନ୍ୟ ଉପକରଣ ଦ୍ୱରା ପାଠ କରିବା ଇସଲାମର ଅଂଶ ବୋଲି କାହିବା ଭୁଲ ।

Comments (0)
Add Comment