ସରପଂଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର- ସରପଂଚଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡନିଷ୍ପତି । କରୋନା ଯୁଦ୍ଧରେ ସାମିଲ କୌଣସି ସରପଂଚ ମୃତୁ୍ୟ ବରଣ କଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments (0)
Add Comment