ବର୍ଷକ ଦରମାର ୩୦% ଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ- କରୋନା ମୁକାବିଲା ବର୍ଷକ ଦରମାର ୩୦% ଦାନ କରିବେ ରାମନାଥ କୋବିନ୍ଦ ।ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ପିଏମ କେୟାସ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କାରିଥିଲେ କୋବିନ୍ଦ । ଭବନର ଖର୍ଚ୍ଚକାଟ କରିବା ସହ କାର୍ଯ୍ୟାଳୟର ଖର୍ଚ୍ଚ ଅଟକଳରୁ ୨୦ ପ୍ରତିଶତ ବଂଚାଇବା ପାଇଁ ସୁପାରିଶ କରିଛନ୍ତି ।

Comments (0)
Add Comment