ଚେନ୍ନାଇ:ସ୍ଥାନୀୟ ହର୍ବାଲ ପ୍ରଡକ୍ସ କମ୍ପାନୀର ଫାର୍ମାସିଷ୍ଟ ତଥା ପ୍ରଡକସନ ମ୍ୟାନେଜର ଶିବନେସନ ଓ କମ୍ପାନୀ ମାଲିକ ରାଜକୁମାର କରୋନା ପ୍ରତିକାର ପାଇଁ ତିଆରି କରିଥିବା ଔଷଧ ପରୀକ୍ଷା ପାଇଁ ନିଜେ ଖାଇବା ପରେ ଶିବନେସନଙ୍କର ମୃତ୍ୟୁ ହୋଇ ଯାଇଛି ।ତେବେ ଆବଶ୍ୟକତା ଠାରୁ ଅଧିକ ଔଷଧ ଖାଇବା ଫଳରେ ଆକ୍ରାନ୍ତ୍ର ହୋଇ ଅଚେତ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।