ନ୍ୟାୟବତୀ ପ୍ରମୁଖ ଖବର

Recent Posts

ମାଲକାନଗିରିରେ ବନ୍ୟା ଜନିତ ଜରୁରୀକାଳୀନ ସ୍ଥିତି; କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସ୍ଥାନରେ ପ୍ରବଳ ବନ୍ୟା ପାଣି ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ

ବ୍ୟାସନଗର ଇଣ୍ଡୋର ଷ୍ଟାଡିୟମରେ ୱେଟଲିଫଟିଙ୍ଗ୍ କୋଚ୍ ଙ୍କୁ ମରଣାତ୍ମକ ଆକ୍ରମଣ

ବ୍ୟାସନଗର  : ଯାଜପୁର ଜିଲ୍ଲାର ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ରହିଛି ମଲ୍ଟିପ୍ରପୋଜ ଇଣ୍ଡୋର ଷ୍ଟାଡିୟମ l ଏହି ଷ୍ଟାଡିୟମରେ ୱେଟଲିଫଟିଙ୍ଗ କୋଚ୍ ଭାବେ ନିରଜା ମହାପାତ୍ର ନିଯୁକ୍ତି ହୋଇଥିବା ବେଳେ ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଆସି

ବେଦାନ୍ତ ଚାରୋଟି ସ୍ୱାଧୀନ କମ୍ପାନୀକୁ ବିଏସଇ ଏବଂ ଏନଏସଇ ରେ ତାଲିକାଭୁକ୍ତ କରି ଏକ ନୂତନ ଇତିହାସ ସୃଷ୍ଟି କରିଛି

ବେଦାନ୍ତର ନୂତନ ତାଲିକାଭୁକ୍ତ କମ୍ପାନୀଗୁଡିକ ଏକ୍ସଚେଞ୍ଜରେ ଦୃଢ଼ ଉଦଘାଟନ କରିଛନ୍ତି । ଏକ ଐତିହାସିକ ପ୍ରଥମ ଥର ପାଇଁ, ଆଲୁମିନିୟମ, ତୈଳ ଏବଂ ଗ୍ୟାସ, ଶକ୍ତି ଏବଂ ଲୁହା ଏବଂ ଇସ୍ପାତକୁ ନେଇ ସର୍ବାଧିକ ସଂଖ୍ୟକ ଏକକାଳୀନ ଷ୍ଟକ୍ ଏକ୍ସଚେଞ୍ଜ ତାଲିକାଭୁକ୍ତ।

ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା ମାଟି ତଳୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଠାବ

ମାଲକାନଗିରି : ମାଲକାନଗିରିରେ ମାଓ ବିରୋଧୀ ଅପରେସନ ରେ ମାଲକାନଗିରି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କ ସୂଚନା ଆଧାରରେ ପୋଲିସ ଏକ ବଡ଼ ଧରଣର ମାଓ ଡମ୍ପ ଠାବ କରିବାରେ ସକ୍ଷମ ହୋଇଛି। ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ

ଚମ୍ପୁଆ ବ୍ଲକର ବଡନଇ ଓ ସରେଇ ପଞ୍ଚାୟତରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ: ଵିଜେପି ସରକାରଙ୍କ ୨ଵର୍ଷ ଶାସନକାଳ ଭିତରେ  ରାଜ୍ୟରେ ବିକାଶ ଓ ଉପଲଵ୍‌ ଧିକୁ ନେଇ ପ୍ରତି ଜିଲ୍ଲା,ବ୍ଲକ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପ୍ରତି ପଞ୍ଚାୟତର ପ୍ରତ୍ୟେକ

ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଯୋଡ଼ା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ପକ୍ଷରୁ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନସା ମାଇନ୍ସରେ ବେଶ ଉତ୍ସାହର ସହ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାପକ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱ ପରିବେଶ ଦିବସ

କାଲିମେଳା ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ୭ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା…

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ୭ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ

ମୁଖ୍ୟମନ୍ତ୍ରୀ ଏବଂ ବେଦାନ୍ତ ଅଧ୍ୟକ୍ଷଙ୍କ ମଧ୍ୟରେ ବେଦାନ୍ତର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା

ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଯାଇ ପ୍ରକଳ୍ପକୁ ଠିକ୍ ସମୟରେ କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି

ପୁଷ୍ପଗିରି ପ୍ରେସ୍ ଫୋରମ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ “”ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ…

ବାଲିଚନ୍ଦ୍ରପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଗଠନ 'ପୁଷ୍ପଗିରି ପ୍ରେସ୍ ଫୋରମ୍' (ପଞ୍ଜୀକରଣ ସଂଖ୍ୟା: 1012/1320202600020 OF 2026-2027) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ

ଦକ୍ଷତାକୁ ଦରମାରେ ପରିଣତ କରିବା: ବେଦାନ୍ତ ଆଲୁମିନିୟମ କିପରି ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରୁଛି

ଭୁବନେଶ୍ଵର : ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଛୋଟ ଗାଁରେ, ବଡ଼ ସପ୍ନ ଥିବା ଜଣେ ଉଜ୍ଜ୍ଵଳ ଯୁବକ ଅଭିରାମ ସାହୁଆ ଥରେ ବିଭିନ୍ନ ଛୋଟ ଛୋଟ କାମ କରି ଦିନ କାଟୁଥିଲେ ଯାହା ତାଙ୍କୁ ଏକ ଛୋଟ ରୋଜଗାର କରିବାରେ ସାହାଯ୍ୟ କରିଥିଲା କିନ୍ତୁ ତାଙ୍କ ଜିବନ ଧାରଣ ପାଇଁ

ସିଜିମାଲିର ସୁଙ୍ଗେରରେ ନୂତନ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବେଦାନ୍ତ ଆଲୁମିନିୟମ ସ୍ୱାସ୍ଥ୍ୟସେବା ପହଞ୍ଚକୁ…

ଏମବିବିଏସ ଡାକ୍ତର, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ଆମ୍ବୁଲାନ୍ସ ଏବଂ ଶବାଗାର ଭ୍ୟାନ୍ ନିୟୋଜନ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚକୁ ସୁଦୃଢ଼ ​​କରିଥାଏ ଦୂରବର୍ତ୍ତୀ ସମ୍ପ୍ରଦାୟରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବଧାନ ପୂରଣ କରିବା

ଭାରତୀୟ ଷ୍ଟେଟ ବ୍ୟାଙ୍କ- ମାଲକାନଗିରି ମୁଖ୍ୟ ଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ

ମାଲକାନଗିରି : ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ  ମୁଖ୍ୟ ଅତିଥି ଜିଲ୍ଲାପାଳ ମାଲକାନଗିରି ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜସିରକେ ଙ୍କ ଦ୍ଵାରା ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ package

ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟସେବା ଦ୍ୱାରା କଳାହାଣ୍ଡି ଏବଂ ରାୟଗଡ଼ାରେ ୬୫,୦୦୦ ରୁ ଅଧିକ ଲୋକ ଉପକୃତ

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ମୋବାଇଲ୍ ହେଲଥ ୟୁନିଟ୍ (ଏମଏଚୟୁ) ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଗ୍ରାମୀଣ ସ୍ୱାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିଛି, ଯାହାର ଲକ୍ଷ୍ୟ ହେଉଛି ଅନୁନ୍ନତ ଅଂଚଳଗୁଡ଼ିକରେ ପ୍ରାଥମିକ

ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ଶିକ୍ଷାର ପ୍ରସାରକୁ ତ୍ୱରାନ୍ୱିତ କରୁଛି

ଭୁବନେଶ୍ୱର : ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ସରକାରୀ ସ୍କୁଲ ଶ୍ରେଣୀଗୃହ ଭିତରେ, ଏକ ଜଟିଳ ବୈଜ୍ଞାନିକ ଧାରଣାକୁ ଏକ ବଡ଼ ଡିଜିଟାଲ୍ ସ୍ପିନରେ ସୃଷ୍ଟ ଭାବରେ ଜୀବନ୍ଧ ହେଉଥ‌ବା ଦେଖୁଛନ୍ତି। ଯେଉଁ ବିଷୟଗୁଡ଼ିକ ପୂର୍ବରୁ ଚକ୍ ଡାଇଗ୍ରାମ ଏବଂ ପାଠ୍ୟରେ ରୋଟ୍

ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ଗ୍ରାମଗୁଡ଼ିକୁ ସ୍ଥିର କୃଷି ପଦ୍ଧତି ଗ୍ରହଣ କରିବାରେ ସାହାଯ୍ୟ କରିଛି, ଯାହା ଦ୍ୱାରା…

ଭୁବନେଶ୍ୱର : ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଆଖପାଖ ଗ୍ରାମଗୁଡ଼ିକରେ, ଗ୍ରୀଷ୍ମ ଋତୁର ଆଗମନ ପ୍ରାୟତଃ ବୃଦ୍ଧି ପାଉଥିବା ଅନିଶ୍ଚିତତାର ଭାବନା ସହିତ ଥାଏ। ତାପମାତ୍ରା ବୃଦ୍ଧି ପାଇବା ଏବଂ ଜଳଭଣ୍ଡାର ହ୍ରାସ ପାଇବା ସହିତ, ଚାଷୀମାନେ ଆକାଶ ଆଡକୁ ମୁଣ୍ଡ ଟେକି ବର୍ଷାର

ନ୍ୟାୟବତୀ ପ୍ରମୁଖ ଖବର