Browsing Category

ମନୋରଞ୍ଜନ

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର : ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ । ଭୁବନେଶ୍ୱରସ୍ଥିତ  ହୋଟେଲ ଶୀତଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର "ଟ୍ୱିନ୍ସ" ର ଅଡିଓ ଲୋକାର୍ପିତ ହୋଇଯାଇଛି l ଏହି
Read More...

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ଦିବସ

ବ୍ରହ୍ମପୁର : ସମ୍ପର୍କରେ ନିବିଡ଼ତା ବିଶ୍ୱାସ ଆଣେ ଆଉ ବିଶ୍ୱାସ ବିନା ସମ୍ପର୍କ ଅସମ୍ପୂର୍ଣ୍ଣ । ସକାଳେ ଫୁଟି ସଞ୍ଜରେ ମଉଳି ଯାଏନି ସମ୍ପର୍କ l 15ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ରଜନୀର ନାଟକ "ପବିତ୍ର ପାପ" । ରାଉରକେଲା କଳାକାର ଏକତା ମଂଚ ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ
Read More...

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ…

ଭୁବନେଶ୍ୱର :ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର "ଧୋକା" (ଦ ଗେମ୍ ଅଫ ଲଭ) ଆସନ୍ତା ମେ ୭ ତାରିଖ ରବିବାର ସନ୍ଧ୍ୟା ସାଢେ ୬ ଟା ରେ ୱାର୍ଲଡ ଟିଭି ପ୍ରିମିଅର ଶୋ' ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ
Read More...

“କଥା ତ ଏତିକି” ରେ ସରିଲା କାସାଣ୍ଡ୍ରା ଜାତୀୟ ନାଟ୍ୟ ଉତ୍ସବ

କେନ୍ଦୁଝର : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ଦ୍ୱାରା ଜାତୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଛି । ଏପ୍ରିଲ ୨୦ ରୁ ୨୩ ତାରିଖ ଯାଏଁ ଏହି ଚାରି ଦିନିଆ ଜାତୀୟ ନାଟ୍ୟ ଉତ୍ସବ ସ୍ଥାନୀୟ ମ୍ୟୁନିସିପାଲିଟି ଅଡିଟୋରିୟମରେ ମଞ୍ଚସ୍ଥ ହେଇ ଆସୁଥିଲା । ଏହି
Read More...

ଓଡିଆରେ ପ୍ରଥମଥର ପାଇଁ “ଦେବଦାସ” ମ୍ୟୁଜିକାଲ ପ୍ଲେ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେବାକୁ ଯାଉଛି, 'ଦେବଦାସ - ମ୍ୟୁଜିକାଲ୍ ପ୍ଲେ' l ଅରୋମିରା ଏଣ୍ଟରଟେନମେଣ୍ଟ ଆଣିବ ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ୨୭ ତାରିଖ (ଗୁରୁବାର) ଦିନ ଉପଭୋଗ କରିବେ l ଦେବଦାସ
Read More...

ଜୀ-ସାର୍ଥକ ରେ ଏପ୍ରିଲ ୨୨ରୁ ଆରମ୍ଭ ହେବ ‘ରଜ କୁଇନ୍‌ – ଉଡ଼ିଯା…ଆକାଶଟା ତୋ’ର ‘

ଭୁବନେଶ୍ଵର : ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ 'ରଜ କୁଇନ୍‌ ' ଏପ୍ରିଲ୍ ୨୨ ରୁ  ପ୍ରତେକ  ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହେବ ରାଜ୍ୟର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ରେ | ୧୧ ବର୍ଷରେ ପଦାର୍ପଣ
Read More...

ଜୀ-ସାର୍ଥକ ପ୍ରସ୍ତୁତି ‘IPS ଦୁର୍ଗା’ ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର : ସୂର୍ୟମୟୀଙ୍କ ପ୍ରଥମ ପୋଲିସ ଅବତାର ଚଳଚ୍ଚିତ୍ର "IPS ଦୁର୍ଗା" ଜୀ- ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩0 ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଗତକାଲି ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅଡିଓ ଲୋକାର୍ପିତ ହୋଇଯାଇଛି l ଏହି ଅଡିଓ ଲୋକାର୍ପଣ ଉତ୍ସବରେ
Read More...

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଆଇସିୟୁରେ

ଢ଼େଙ୍କାନାଳ: ନିଜ କଣ୍ଠର ଯାଦୁଗରୀରେ ଅଗଣିତ ଫ୍ୟାନ୍ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି । ଲିଭର ଶିରୋସିସ ସହିତ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ରବିବାର ଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଶକ୍ତି ମିଶ୍ର । ତାଙ୍କୁ
Read More...

ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ମିଳିଲା ଆଗୁଆ ଜାମିନ

ତିରୁଅନନ୍ତପୁରମ୍‌: ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥିବା ଲକ୍ଷାଦ୍ୱୀପ ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ଶୁକ୍ରବାର ଦିନ କେରଳ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କ ବିରୋଧରେ ‘ଆଇପିସି’ ଧାରା ୧୨୪ଏ ଏବଂ ୧୨୪ବି ଅଧୀନରେ ରୁଜୁ ହୋଇଥିବା ‘ଏଫ୍‌ଆଇଆର୍ର’ ବିପକ୍ଷରେ
Read More...

ହସ୍ପିଟାଲରେ ଦିଲୀପ କୁମାର

ମୁମ୍ବଇ: ପ୍ରଖ୍ୟାତ ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କୁ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଆଜି ଖବର ମିଳିଛି । କିଛି ଦିନ ହେବ ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଆଜି
Read More...