Browsing Category

ପ୍ରମୁଖ ଖବର

୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ!

ମାଲକାନଗିରି: ବନ ବିଭାଗକୁ ମିଳିଛି ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ଚୋରା ଚାଲାଣ କାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର
Read More...

ମାଲକାନଗିରିରେ ବନ୍ୟା ଜନିତ ଜରୁରୀକାଳୀନ ସ୍ଥିତି; କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସ୍ଥାନରେ ପ୍ରବଳ ବନ୍ୟା ପାଣି ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ
Read More...

ଦକ୍ଷତାକୁ ଦରମାରେ ପରିଣତ କରିବା: ବେଦାନ୍ତ ଆଲୁମିନିୟମ କିପରି ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରୁଛି

ଭୁବନେଶ୍ଵର : ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଛୋଟ ଗାଁରେ, ବଡ଼ ସପ୍ନ ଥିବା ଜଣେ ଉଜ୍ଜ୍ଵଳ ଯୁବକ ଅଭିରାମ ସାହୁଆ ଥରେ ବିଭିନ୍ନ ଛୋଟ ଛୋଟ କାମ କରି ଦିନ କାଟୁଥିଲେ ଯାହା ତାଙ୍କୁ ଏକ ଛୋଟ ରୋଜଗାର କରିବାରେ ସାହାଯ୍ୟ କରିଥିଲା କିନ୍ତୁ ତାଙ୍କ ଜିବନ ଧାରଣ ପାଇଁ ଯଥେଷ୍ଟ ନଥିଲା। ସୀମିତ
Read More...

ଜିନ୍ଦଲ ଫାଉଣ୍ଡେସନ ଓ ବିସିକେଆଇସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ – ବଡ଼ବିଲରେ ପ୍ରତିଷ୍ଠା ହେବ ଏଲଇଡି…

ଯୋଡ଼ା/ବଡ଼ବିଲ: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା/ବଡ଼ବିଲ ମହିଳା ସଶକ୍ତିକରଣ ଓ ସେମାନଙ୍କ ନିରନ୍ତର ବିକାଶ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର(ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ । ବଡ଼ବିଲର ଦେଓଝର ପଞ୍ଚାୟତରେ ଏକ ଏଲଇଡି ବଲ୍ବ
Read More...

ଯୋଡ଼ା ସହରରେ ଚାଲିଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନାହିଁ ନାହିଁ ରେ ଚାଲିଛି

ଯୋଡା : କେନ୍ଦୁଝର ଜିଲ୍ଲାର ସର୍ବାଧିକ ରାଜସ୍ବ ପ୍ରଦାନକାରୀ ଯୋଡା ବ୍ଲକ,ସର୍ବାଧିକ ଜିଲ୍ଲା ଖଣିଜ ପାଣ୍ଠିକୁ ଅଧିକ ଅର୍ଥ ପ୍ରଦାନକାରୀ ଯୋଡା ଏବେ ବି ଅବହେଳିତ ହୋଇ ରହିଛି । ଯୋଡା ସହରରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଟି ନାହିଁ ନାହିଁ ରେ ଚାଲିଛି । ସ୍ଥାନୀୟ ଯୋଡା ବ୍ଲକର ବହୁ
Read More...

ଉନ୍ନତ ମାନର ପ୍ରଣାଳୀରେ ଗଞ୍ଜେଇ ଚାଷ କରି ମାଲେ ମାଲ ହେଉଥିବା ଅନ୍ତ ରାଜ୍ୟ ମାଫିଆ ଗିରଫ

କାଲିମେଳା : ଉନ୍ନତ ମାନର ପ୍ରଣାଳୀରେ ଗଞ୍ଜେଇ ଚାଷ କରି ମାଲେ ମାଲ ହେଇଥିବ ଆନ୍ତରାଜ୍ୟ ମାଫିଆ ହେଲା  ଗିରଫ l ମାଲକାନଗିରି ଜିଲ୍ଲା ରେ ବିଭିନ୍ନ ଚାଷୀ ମାନେ ପାରମ୍ପରିକ ଭାବରେ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲା ବେଳେ, କିନ୍ତୁ କିଛି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ମାନେ ଓଡିଶାର
Read More...

ରାଜ୍ୟପାଳଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଂଗପୁର : ନବରଂଗପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଛି। ବିମାନ ଯୋଗେ ରାଜ୍ୟପାଳ ଜୟପୁରରେ ପହଞ୍ଚିବା ପରେ ସେଠାରୁ ନବରଙ୍ଗପୁର
Read More...

ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କୁ ଭେଟିଲେ ଟ୍ରକ୍ ମାଲିକ ସଙ୍ଘ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ଟ୍ରକ୍ ଦ୍ଵାରା ହେଉଥିବା ଚୋର। ଖଣିଜ କାରବାରକୁ ରୋକିବା ପାଇଁ ଯୋଡା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ତର୍ଜମା କରି ପଦକ୍ଷେପ ନେବା ପାଇଁ ଶୁକ୍ରବାର ଟ୍ରକ୍ ମାଲିକ ମାନେ ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କ ଦୃଷ୍ଟି
Read More...

ବଣ୍ଡା ଘାଟିର ଦେବଦୂତ ଡାକ୍ତର ଚମ୍ପେଶ୍ୱର

ମାଲକାନଗିରି : ବଣ୍ଡାଘାଟିରେ ସ୍ଥାୟୀ ଭାବେ କୌଣସି ଏମବିବିଏସ ଡାକ୍ତର ରହିବାକୁ ଇଛା କରନ୍ତି ନାହିଁ,ସେହି ବଣ୍ଡାଘାଟିରେ ବଣ୍ଡାଙ୍କ ସ୍ୱାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ ଉଦ୍ୟମ କରିଛନ୍ତି। ବଣ୍ଡାଘାଟିରେ ନିଯୁକ୍ତି ପରେ ଶୋଚନୀୟ ଥିବା ବଣ୍ଡାଘାଟିର
Read More...

ମାଟି ଅତଡ଼ା ଧସି ଦୁଇ ଶ୍ରମିକ ମୃତ,ଜଣେ ଆହତ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରେ ଫ୍ଲାଇଓଭର୍ କାର୍ଯ୍ୟ ପାଇଁ ଡ୍ରେନ କାର୍ଯ୍ୟରେ ମାଟି ଖୋଳି ପାଣି ପାଇପ କାର୍ଯ୍ୟ ଚାଲିଥିବା ସମୟରେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ଶ୍ରମିକ ଆହତ ହୋଇଛନ୍ତି ।   ଘଟଣାସ୍ଥଳରୁ ଜଣାପଡିଛି ଯେ,ମଙ୍ଗଳବାର ଅପରାହ୍ନ
Read More...