Browsing Category

ବିଦେଶ

ସିଡନୀରେ ମୋଦି; ବ୍ରିସବେନରେ ଖୋଲିବ ନୂଆ କନସୁଲେଟ୍

ସିଡନୀ, ୨୩ ।୫ (ଏଜେନ୍ସି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି । ସେ ସିଡନୀର କୁଡୋସ୍ ବ୍ୟାଙ୍କ ଏରିନାରେ ଭାରତୀୟ ବଂଶୋଦ୍ଭବଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ସମୟରେ ଗଣପତି ବପ୍ପା ମୋରିୟା, ଭାରତ ମାତା କୀ ଜୟ ଓ ମୋଦି ମୋଦି
Read More...

ମହାବାତ୍ୟାର ରୂପ ନେଲା ‘ମୋକା’

ରେଙ୍ଗୁନ୍ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ମହାବାତ୍ୟା (ସିଭିୟର୍ ସାଇକ୍ଲୋନ)ର ରୂପ ନେଇ ଆଜି ବାଂଲାଦେଶ ଓ ମିଆଁମାର ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିଛି । ସ୍ଥଳଭାଗରେ ମାଡ଼ ହେବା ସମୟରେ ବାତ୍ୟାର ଘଣ୍ଟା ପ୍ରତି ବେଗ ୨୫୦ କି.ମି.ରୁ ଅଧିକ ଥିବା ବିଭିନ୍ନ ପାଣିପାଗ
Read More...

ବିଜେପିର ୪୪ତମ ପ୍ରତିଷ୍ଠା ଦିବସ- ସାମାଜିକ ନ୍ୟାୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପାଳନ କରୁଛି ୪୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପାର୍ଟିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ପାର୍ଟିର କାର୍ଯ୍ୟକର୍ତ୍ତା, ସାଂସଦ ଓ
Read More...

ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବେ ଭାରତ ଜନ୍ମିତ ଅଜୟ ବଙ୍ଗା

ନିୟୁର୍କ : ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ହେବେ । ବୁଧବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଅନ୍ୟ କୌଣସି ଦେଶ ସାର୍ବଜନୀନ ଭାବେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନଥିବା ଯୋଗୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଅଧ୍ୟକ୍ଷ ନିର୍ବାଚିତ ହେବା ସ୍ପଷ୍ଟ
Read More...

‘ନିୟୁ ଟାୱାର ଅଫ୍ ଲଣ୍ଡନ୍’ରେ ପ୍ରଦର୍ଶିତ ହେବ ‘କୋହିନୂର’ ହୀରା

ଲଣ୍ଡନ୍ : ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର ଅଫ୍ ଲଣ୍ଡନ୍’ରେ ବ୍ରିଟେନ୍ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର’ ହୀରା ପ୍ରଦର୍ଶନ କରାଯିବ । ବ୍ରିଟେନ୍ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ
Read More...

ରାମ ଚନ୍ଦ୍ର ପୋଡେଲ ନେପାଳର ନୂଆ ରାଷ୍ଟ୍ରପତି

କାଠମାଣ୍ଡୁ : ନେପାଳର ରାଷ୍ଟ୍ରପତି ଭାବେ ରାମ ଚନ୍ଦ୍ର ପୋଡେଲ ନିର୍ବାଚିତ ହୋଇଛନ୍ତି । ନେପାଳୀ କଂଗ୍ରେସର ରାମ ଚନ୍ଦ୍ର ପୋଡେଲ ନେପାଳର ତୃତୀୟ ରାଷ୍ଟ୍ରପତି ଭାବେ ଏହି ଆସନ ଅଳଙ୍କୃତ କରିବେ । ନେପାଳୀ କଂଗ୍ରେସ ଓ ସିପିଏନ (ମାଓଇଷ୍ଟ) ସମେତ ୮ଟି ରାଜନୈତିକ ଦଳର ମିଳିତ ପ୍ରାର୍ଥୀ ଭାବେ ଶ୍ରୀ
Read More...

ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ

ଟୋକିଓ : ଦିର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ଆଜି ଇତିହାସ ସୃଷ୍ଟି କରିଛି । ଜର୍ମାନ୍‌କୁ ୫-୪ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ୧୯୮୦ ମସିହାରେ ଶେଷ ଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଆଜି
Read More...

ଲଭଲିନା ଜିତିଲେ କାଂସ୍ୟ : ଅଲମ୍ପିକ୍ ପଦକ ସଂଖ୍ୟା ୩କୁ ବୃଦ୍ଧି

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି । ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ତେବେ ଏହି ପରାଜୟ ତାଙ୍କୁ କାଂସ୍ୟ ପଦକ ଆଣିଦେଇଛି
Read More...

ଫାଇନାଲରେ ପହଞ୍ଚିଲେ ରେସଲର ରବି ଦହିଆ

ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ସୂଚନା ମୁତାବକ ଭାରତୀୟ ରେସଲର
Read More...

ଇତିହାସ ରଚିଲା ଭାରତୀୟ ମହିଳା ହକି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ତିନି ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ମହିଳା ହକି ଟିମ୍ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି । ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରାଉଣ୍ଡରେ
Read More...