Browsing Category

ରାଜ୍ୟ

୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ!

ମାଲକାନଗିରି: ବନ ବିଭାଗକୁ ମିଳିଛି ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ଚୋରା ଚାଲାଣ କାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର
Read More...

ମାଲକାନଗିରିରେ ବନ୍ୟା ଜନିତ ଜରୁରୀକାଳୀନ ସ୍ଥିତି; କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସ୍ଥାନରେ ପ୍ରବଳ ବନ୍ୟା ପାଣି ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ
Read More...

ବ୍ୟାସନଗର ଇଣ୍ଡୋର ଷ୍ଟାଡିୟମରେ ୱେଟଲିଫଟିଙ୍ଗ୍ କୋଚ୍ ଙ୍କୁ ମରଣାତ୍ମକ ଆକ୍ରମଣ

ବ୍ୟାସନଗର  : ଯାଜପୁର ଜିଲ୍ଲାର ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ରହିଛି ମଲ୍ଟିପ୍ରପୋଜ ଇଣ୍ଡୋର ଷ୍ଟାଡିୟମ l ଏହି ଷ୍ଟାଡିୟମରେ ୱେଟଲିଫଟିଙ୍ଗ କୋଚ୍ ଭାବେ ନିରଜା ମହାପାତ୍ର ନିଯୁକ୍ତି ହୋଇଥିବା ବେଳେ ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଆସି ଏଠି ଟ୍ରେନିଂ
Read More...

ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା ମାଟି ତଳୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଠାବ

ମାଲକାନଗିରି : ମାଲକାନଗିରିରେ ମାଓ ବିରୋଧୀ ଅପରେସନ ରେ ମାଲକାନଗିରି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କ ସୂଚନା ଆଧାରରେ ପୋଲିସ ଏକ ବଡ଼ ଧରଣର ମାଓ ଡମ୍ପ ଠାବ କରିବାରେ ସକ୍ଷମ ହୋଇଛି। ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ ଫରେଷ୍ଟ ଜଙ୍ଗଲରୁ ବିପୁଳ
Read More...

ଚମ୍ପୁଆ ବ୍ଲକର ବଡନଇ ଓ ସରେଇ ପଞ୍ଚାୟତରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ: ଵିଜେପି ସରକାରଙ୍କ ୨ଵର୍ଷ ଶାସନକାଳ ଭିତରେ  ରାଜ୍ୟରେ ବିକାଶ ଓ ଉପଲଵ୍‌ ଧିକୁ ନେଇ ପ୍ରତି ଜିଲ୍ଲା,ବ୍ଲକ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପ୍ରତି ପଞ୍ଚାୟତର ପ୍ରତ୍ୟେକ ହିତାଧିକାରୀ ମାନଙ୍କ ପାଖରେ 
Read More...

ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଯୋଡ଼ା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ପକ୍ଷରୁ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନସା ମାଇନ୍ସରେ ବେଶ ଉତ୍ସାହର ସହ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାପକ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱ ପରିବେଶ ଦିବସ ଅବସରରେ ଜିନ୍ଦଲ ଷ୍ଟିଲର
Read More...

କାଲିମେଳା ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ୭ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା…

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ୭ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀ,
Read More...

ମୁଖ୍ୟମନ୍ତ୍ରୀ ଏବଂ ବେଦାନ୍ତ ଅଧ୍ୟକ୍ଷଙ୍କ ମଧ୍ୟରେ ବେଦାନ୍ତର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା

ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଯାଇ ପ୍ରକଳ୍ପକୁ ଠିକ୍ ସମୟରେ କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ
Read More...

ପୁଷ୍ପଗିରି ପ୍ରେସ୍ ଫୋରମ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ “”ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ…

ବାଲିଚନ୍ଦ୍ରପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଗଠନ 'ପୁଷ୍ପଗିରି ପ୍ରେସ୍ ଫୋରମ୍' (ପଞ୍ଜୀକରଣ ସଂଖ୍ୟା: 1012/1320202600020 OF 2026-2027) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Read More...

ଦକ୍ଷତାକୁ ଦରମାରେ ପରିଣତ କରିବା: ବେଦାନ୍ତ ଆଲୁମିନିୟମ କିପରି ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରୁଛି

ଭୁବନେଶ୍ଵର : ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଛୋଟ ଗାଁରେ, ବଡ଼ ସପ୍ନ ଥିବା ଜଣେ ଉଜ୍ଜ୍ଵଳ ଯୁବକ ଅଭିରାମ ସାହୁଆ ଥରେ ବିଭିନ୍ନ ଛୋଟ ଛୋଟ କାମ କରି ଦିନ କାଟୁଥିଲେ ଯାହା ତାଙ୍କୁ ଏକ ଛୋଟ ରୋଜଗାର କରିବାରେ ସାହାଯ୍ୟ କରିଥିଲା କିନ୍ତୁ ତାଙ୍କ ଜିବନ ଧାରଣ ପାଇଁ ଯଥେଷ୍ଟ ନଥିଲା। ସୀମିତ
Read More...