Browsing Category

ସମ୍ପାଦକୀୟ

ମାତୃତ୍ଵ କେବେହେଲେ ଆଧୁନିକତାର ବଶବର୍ତ୍ତୀ ନ ହେଉ

ଦିବ୍ୟ ରଞ୍ଜନ ପତି, ମାଣିକ ଛକ, ଚାରୁସ ଭିଲା, ୱାର୍ଡ ନଂ-4,କରଞ୍ଜିଆ, ମୟୁରଭଞ୍ଜ ଦୂରାଭାଷ- 9348709645 ମା' ଠାରୁ କେହି ସୁନ୍ଦର ନାହିଁ, ମା' ଡାକ ଠାରୁ ମଧୁର ଏ ସଂସାରରେ ଅନ୍ୟ କୌଣସି ଡାକ ନାହିଁ | ସେଇଥିପାଇଁ ତାକୁ ପରା କୁହାଯାଏ ସେ ଦୟାମୟୀ , କରୁଣାମୟୀ,
Read More...

ତାଲିବାନ ଓ ଆଫଗାନିସ୍ତାନ

ବିଶ୍ୱବାସୀ ଏବେ ପ୍ରାୟତଃ ସ୍ଥିର ନିଶ୍ଚିତ ଯେ ଆଫଗାନିସ୍ତାନ ଶାସନ ଡୋରି ତାଲିବାନ ପାଖରୁ ହଟିବା ଅସମ୍ଭବ । ଅର୍ଥନୈତିକ ଚାପ ଯୋଗୁ ହେଉ, କୂଟନୈତିକ ନିର୍ଯ୍ୟାସରୁ ହେଉ ଅଥବା ଦୀର୍ଘ ଦୁଇ ଦଶନ୍ଧି ଧରି ମାର୍କିନ ସୈନ୍ୟ ଆଫଗାନିସ୍ତାନରେ ରହିବାର ଦୁଃଖକୁ ଲାଘବ କରିବାକୁ ହେଉ; ହ୍ୱାଇଟ୍
Read More...

ଆଗକୁ ମରୁଡି!

ଆମ ରାଜ୍ୟର ପାଣିପାଗ ସ୍ଥିତି ଏବେ ବେହାଲ୍’ରେ । ସରକାରୀ ସମୀକ୍ଷା ଏବଂ ଦୈନନ୍ଦିନ ପାଣିପାଗର ଅବସ୍ଥା ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ବାରି ହୋଇପଡେ ଯେ, ବାସ୍ତବରେ ରାଜ୍ୟରେ ବର୍ଷାଋତୁ ସରିଯାଇଥିଲା ବେଳେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ବିଶେଷତଃ, କୃଷି କ୍ଷେତ୍ରରେ ଜଳର ଆବଶ୍ୟକତା ଅଧିକ
Read More...

ଆରକ୍ଷଣ ବିବାଦ

ଗୋଟିଏ ସମୟ ଥିଲା ଭାରତୀୟମାନେ ନିଜ ବଂଶ, ବୁନିୟାଦ, ଜାତିକୁ ନେଇ ଅଭିମାନ କରୁଥିଲେ । ଏପରିକି ନିଜ ଗାଁ, ଅଞ୍ଚଳକୁ ନେଇ ସେମାନଙ୍କ ମଧ୍ୟରେ କମ୍ ଗର୍ବ ନଥିଲା । ଆଜି ବି ଭାରତୀୟମାନେ ନିଜ ଗାଁ-ଅଞ୍ଚଳକୁ ନେଇ ଅଭିମାନ କରିଥାନ୍ତି । କିନ୍ତୁ ଜାତି କଥା ବିଚାରକୁ ନେଲେ ଆଶ୍ଚର୍ଯ୍ୟଜନକ ଭାବେ
Read More...

ଚାପରେ ବିଶ୍ୱ ନେତା

ଆଫ୍ଗାନସ୍ତାନରେ ତାଲିବାନ୍ କ୍ଷମତା ଦଖଲର ସପ୍ତାହେ ନ ପୂରୁଣୁ କିମ୍ବା ସେଭଳି କିଛି ପଦକ୍ଷେପ ନ ନେଉଣୁ ସାରା ବିଶ୍ୱରେ ଏ ନେଇ ନକରାତ୍ମକ ପ୍ରତିକ୍ରୀୟା ବଢିବାରେ ଲାଗିଲାଣି । ୨୦୦୧ ମସିହା ପୂର୍ବରୁ ତାଲିବାନି ଶାସନ-ମୁଖ୍ୟତ ସାରିଆ ଆଇନ୍ର ଯେଉଁ କୁପ୍ରଭାବ ମହିଳାଙ୍କ ଉପରେ
Read More...

ପବିତ୍ରତା ନଷ୍ଟ!

ଭାରତୀୟ ଗଣତନ୍ତ୍ରରେ ସବୁଠାରୁ ପବିତ୍ର ଏବଂ ମର୍ଯ୍ୟଦାଜନକ ଗୃହ ଭାବେ ପରିଚିତ ଲୋକସଭା ଏବଂ ରାଜ୍ୟସଭା ସଦନରେ ଶୃଙ୍ଖଳାରକ୍ଷାକୁ ସବୁବେଳ ସମସ୍ତେ ଗୁରୁତ୍ୱାରୋପ କରିଆସିଛନ୍ତି । କୌଣସି ସମୟରେ ଏହି ସର୍ବୋଚ୍ଚ ଗୃହର ପବିତ୍ରତା ନଷ୍ଟ ହେଉ ବୋଲି କେବେ ବି ସ୍ୱପ୍ନରେ ଭାବିପାରିବ ନାହିଁ । କୌଣସି
Read More...

ପଞ୍ଚାୟତ ନିର୍ବାଚନ ସଜବାଜ

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ହଠାତ୍ ସକ୍ରିୟ ହୋଇଉଠିଛନ୍ତି । ଏହି ନିର୍ବାଚନ ପାଇଁ ବର୍ତମାନ ସୁଦ୍ଧ । ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ । ହେଲେ ନିର୍ବାଚନକୁ ସାମନା କରିବାକୁ ଭିତରେ ଭିତରେ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
Read More...

ବୁଡିଯିବ ବନ୍ଦର

ପୂରାଣ ପ୍ରସିଦ୍ଧ ଦ୍ୱାରକା ନଗରୀକୁ ନେଇ ସବୁ ଭାରତୀୟଙ୍କ ମଧ୍ୟରେ ଏକ ଭିନ୍ନ ଆବେଗ ରହିଛି । ଭାରତୀ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରମୁଖ ଦେବତା ପ୍ରଭୁ ଶ୍ରୀକୃଷ୍ଣର ନିଳାଖେଳା ସହ ଜଡିତ ଏହି ପୂରାଣ ପ୍ରସିଦ୍ଧ ନଗରୀ ସମ୍ପର୍କରେ ମହାଭରତ ଠାରୁ ଆରମ୍ଭ କରି ଲୋକକଥା ଯାଏଁ ସବୁଠି
Read More...

ନାମ ବଦଳକୁ ନେଇ ରାଜନିତୀ..

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ବଦକ ଜିିତିବାର ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଏକ ବଡ ନିଷ୍ପତି ନେଲେ । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ପରିବର୍ତନ କରି ଏଣିକି ଏହା ମେଜିର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର
Read More...

ଶ୍ରେଷ୍ଠତା ପ୍ରତିପାଦନର ସୁଯୋଗ ହାତଛଡା ନହେଉ

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ମିଳିତ ଜାତିସଂଘର ଗଠନ ପରେ ସାରା ବିଶ୍ୱରେ ଯୁଦ୍ଧକ୍ଷୁଧା କମିଛି ସତ କିନ୍ତୁ ବଡ ବଡ ଧନୀ, ଶକ୍ତିଶାଳୀ ଦେଶ ପ୍ରଭାବ ବିସ୍ତାର କରିବା ଇଛାରୁ ନିଜକୁ ନିବୃତ କରିପାରି ନାହାନ୍ତି । ଜାତିସଂଘ ଗଠନ ପୁର୍ବରୁ କେହି ବଡ ଦେଶ ଯେଭଳି ମନଇଛା ଅନ୍ୟ ଅଞ୍ଚଳ ଉପରେ
Read More...