Browsing Category

ଖେଳ

ପ୍ରଥମ ମ୍ୟାଚରେ ଟିମ ନବରଙ୍ଗପୁରର ବାଜିମାତ

*୮ ଉଇକେଟ ରେ ଜିତିଲା ନବରଙ୍ଗପୁର * ମୋହିନୀ ବେହେରା ମ୍ୟାନ ଅଫ ଦି ମ୍ୟାଚ ନବରଙ୍ଗପୁର : ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ଆନ୍ତ ଜ଼ିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ରେ ୩0 ଜ଼ିଲ୍ଲା ରୁ କ୍ରିକେଟ ଟିମ ଯୋଗ ଦେଇଥିବା ବେଳେ, ଆଜି ନବରଙ୍ଗପୁର ମହିଳା କ୍ରିକେଟ ଦଳ ୮ ଉଇକେଟ ରେ
Read More...

କେଣ୍ଟ୍ ତରଫରୁ ଖେଳିବେ ଅର୍ଶଦୀପ

କେଣ୍ଟ : ଭାରତୀୟ ବାମହାତୀ ସିମ୍ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ । ଏହାଦ୍ୱାରା ରେଡ୍ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ । କାଉଣ୍ଟି ଚାମ୍ପିୟନଶିପ୍ ମ୍ୟାଚଗୁଡ଼ିକ ଜୁନ୍ ଓ ଜୁଲାଇରେ ଚାଲିବ ।
Read More...

ଲଗାତାର ଦ୍ୱିତୀୟ ଟେଷ୍ଟ ଚମ୍ପିଆନସିପରେ ଏଣ୍ଟ୍ରି ମାରିଲା ରୋହିତ ସେନା

ନୂଆଦିଲ୍ଲୀ: ଅହମ୍ମଦାବାଦ ଟେଷ୍ଟର ଶେଷ ଦିନରେ ଇତିହାସ ରଚିଛି ଟିମ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ଅର୍ଥାତ୍ ଚଳିତବର୍ଷ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଟ୍ରଫି ପାଇଁ ଅଷ୍ଟ୍ରେଲିଆକୁ ଭେଟିବ ରୋହିତ ସେନା । ଗତ
Read More...

ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ

ଇସଲାମାବାଦ: ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ ଅଧିନାୟକ ବାବର ଆଜମ ଏକ ବଡ଼ କଥା କହିଛନ୍ତି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ସେ ସମ୍ପୂର୍ଣ୍ଣ
Read More...

ତୃତୀୟ ଟେଷ୍ଟରେ ୯ ୱିକେଟରେ ହାରିଲା ଭାରତ

ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର-ଗାଭାସ୍କର ଟ୍ରଫି’ର ୩ୟ ଟେଷ୍ଟ୍ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍ ଆବଶ୍ୟକ କରୁଥିଲା । କିନ୍ତୁ,
Read More...

ନବୀନଙ୍କ ଶୁଭେଚ୍ଛା : ୧୬ରେ ଓଡିଶା ଆସିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖେଳାଳିମାନଙ୍କ ସହିତ କଥା ହେବା ସହ ଚିତାକର୍ଷକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ୧୬ ତାରିଖରେ ବିଜୟୀ ଦଳ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ
Read More...

ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ

ଟୋକିଓ : ଦିର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ଆଜି ଇତିହାସ ସୃଷ୍ଟି କରିଛି । ଜର୍ମାନ୍‌କୁ ୫-୪ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ୧୯୮୦ ମସିହାରେ ଶେଷ ଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଆଜି
Read More...

ଲଭଲିନା ଜିତିଲେ କାଂସ୍ୟ : ଅଲମ୍ପିକ୍ ପଦକ ସଂଖ୍ୟା ୩କୁ ବୃଦ୍ଧି

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି । ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ତେବେ ଏହି ପରାଜୟ ତାଙ୍କୁ କାଂସ୍ୟ ପଦକ ଆଣିଦେଇଛି
Read More...

ଫାଇନାଲରେ ପହଞ୍ଚିଲେ ରେସଲର ରବି ଦହିଆ

ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ସୂଚନା ମୁତାବକ ଭାରତୀୟ ରେସଲର
Read More...

ସ୍ୱର୍ଣ୍ଣ ଆଶା ଧୂଳିସାତ୍‌, ବ୍ରୋଞ୍ଜ ପାଇଁ ୫ରେ ଲଢେଇ

ଟୋକିଓ: ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧ ସୁଧା ସବୁକିଛି ଠିକ୍‌ଠାକ୍ ଥିଲା । ଏଭଳିକି ପ୍ରଥମାର୍ଦ୍ଧରେ ଭାରତ ଚମତ୍କାର ପ୍ରଦର୍ଶନ କରି ପୂର୍ବତନ ଚମ୍ପିୟାନ ବେଲ୍‌ଜିୟମ ଉପରେ ଭାରି ମଧ୍ୟ ପଡିଥିଲା । ପ୍ରଥମା୍‌ର୍ଦ୍ଧ ଖେଳ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ
Read More...