Browsing Category

ରାଜନୀତି

ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ସନାତନ ମହାକୁଡ

ଚମ୍ପୁଆ :  କେନ୍ଦୁଝର ଜିଲ୍ଲା ଚମ୍ପୁଆ ବହୁ ଚର୍ଚ୍ଚିତ ବିଧାନ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସନାତନ ମହାକୁଡ। ଦଳୀୟ ସମର୍ଥକଙ୍କ ସହ ଏକ ବିରାଟ ପଟୁଆର ରେ ମା ଜଗତ ଜନନୀ ସେବା ଟ୍ରଷ୍ଟ କାର୍ଯ୍ୟାଳୟ ଠାରୁ ବାହାରି  ଚମ୍ପୁଆ ଉପ ଜିଲ୍ଲାପାଳ ତଥା ରିଟର୍ନିଂ
Read More...

୨୫ ବିଧାନସଭା ଆସନରେ ହେବ ଉପନିର୍ବାଚନ !

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ କେବେ ଉପନିର୍ବାଚନ କରାଯିବ ସେ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ତାରିଖ ଘୋଷଣା କରାଯାଇନଥିବାବେଳେ ଏ ନେଇ ଖୁବ୍ ଶୀଘ୍ର ବିଚାରବିମର୍ଶ ପାଇଁ ଆୟୋଗ ବୌଠକ କରିବେ ବୋଲି ଜଣା ଜଣାପଡ଼ିଛି ।
Read More...

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳ ନେତା ବାସବରାଜ ବୋମ୍ମଇ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଏକ ନିରାଡମ୍ବର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଥାୱରଚନ୍ଦ ଗହଲୋତ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜି ସେ ଏକାକି
Read More...

ଥମୁନି ପେଗାସସ୍ ଝଡ : ଚାଲିପାରୁନି ପାର୍ଲଆମେଂଟ

ନୂଆଦିଲ୍ଲୀ: ଇସାଏଲ୍‌ର ସ୍ପାଇୱେଲ୍ ପେଗାସସ୍ ଦ୍ୱାରା ଗୁଇନ୍ଦାଗିରି କରାଯିବା ମାମଲାକୁ ନେଇ ବିରୋଦ୍ଧି ଦଳର ହଟଗୋଳ ଯୋଗୁଁ କ୍ରମାଗତ ୭ଦିନ ପାଇଁ ପାର୍ଲାମେଂଟର ମୌସୁମୀ ଅଧିବେଶନ ଅଚଳ ହୋଇପଡିଛି । ଆଜି ଉଭୟ ଲୋକସଭାରେ ବିରୋଧି ଦଳର ହଟଗୋଳ ଏବଂ ନାରାବାଜୀ ଯୋଗୁଁ ଉଭୟ ଲୋକସଭା ଓ
Read More...

ଟ୍ରାକ୍ଟର ଚଳାଇ ପାର୍ଲାମେଣ୍ଟ୍‌କୁ ଗଲେ ରାହୁଲ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନି କୃଷି ଆଇନ ବିରୋଧରେ ପ୍ରତିବାଦ ତଥା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଆଜି ଗୋଟାଏ ଟ୍ରାକ୍ଟର ଚଳାଇ ପାର୍ଲାମେଣ୍ଟ୍‌କୁ ଯାଇଥିଲେ । ଏହି ବିବାଦୀୟ କୃଷି ଆଇନ ତୁରନ୍ତ ପ୍ରତ୍ୟାହାର କରି ନିଆଯାଉ ବୋଲି ଶ୍ରୀ ଗାନ୍ଧୀ ଦାବି
Read More...

ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଆଜି ଇସ୍ତପା ଦେଇଛନ୍ତି । ସେ ରାଜଭବନରେ ରାଜ୍ୟପାଳ ଥୱାରଚାନ୍ଦ ଗେହଲଟ୍‌ଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଚଳିତ ପାଳିରେ
Read More...

ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ୍‌, ଚାଷୀ ଆନ୍ଦୋଳନ, ତୈଳ ଦର ବୃଦ୍ଧିକୁ ନେଇ ପାର୍ଲାମେଂଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବିରୋଧି ଦଳର ତୃମୁଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୃର୍ଥ ଦିନ ପାଇଁ ଅଧିବେଶନ ଅଚଳ ହୋଇପଡିଛି । ଆଜି ଗୃହର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବା
Read More...

କଂଗ୍ରେସ ସଂସଦୀୟ ଦଳ ନେତାପଦରୁ ହଟିବେ ଅଧୀର ରଞ୍ଜନ ଚୌଧୁରୀ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କ୍ଷମତାସିହ୍ନ ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ କଂଗ୍ରେସ ଲୋକସଭାରେ କଂଗ୍ରେସ ସଂସଦିୟ ଦଳ ନେତାପଦରୁ ଶ୍ରୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇବା ପାଇଁ ଗୁରୁତ୍ୱର ସହକାରେ ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ପଶ୍ଚିମବଙ୍ଗ ବିଧାନସଭା
Read More...

ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲଙ୍କ ୨ ସହଯୋଗୀ ଗିରଫ

ମୁମ୍ବାଇ: ୧୦୦ କୋଟି ଟଙ୍କା ଲାଞ୍ଚ ଭଳି ଆର୍ôଥକ ଦୁର୍ନୀତି ସହ ସମ୍ପୃକ୍ତ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କର ଦୁଇଜଣ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି । ‘ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍ ଆକ୍ଟ୍‌’ ଅନୁଯାୟୀ ପ୍ରାୟ ୯ ଘଣ୍ଟା
Read More...

ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ!

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ । ଏହା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ରାଜ୍ୟ ସରକାରଙ୍କ ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟାଳୟ ମାର୍ଚ୍ଚ ୧୦, ୨୦୨ରେ ସରିବା । ନିର୍ବାଚନ
Read More...