Browsing Category

ଲାଇଫ୍ ଷ୍ଟାଇଲ୍

ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଜ୍ୟାକିଙ୍କ ଖୁଲାସା

ମୁମ୍ବାଇ: ବି-ଟାଉନ୍ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରୁଫ ଖୁବ୍ କମ୍ ଦିନ ମଧ୍ୟରେ ବାପା ଜ୍ୟାକି ସ୍ରଫଙ୍କ ଭଳି ସେ ନିଜ ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜ ଅଭିନୟ, ଦମଦାର ଆକ୍ସନ ଏବଂ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କୁ ଦିୱାନା କରିଛନ୍ତି ଟାଇଗର । ତେବେ ଏହି ଅଭିନେତା ଜଣଙ୍କ ନିଜ
Read More...

ଟାଇଗରଙ୍କୁ ଟକ୍କର ଦେବେ ଦିଶା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି। ନିଜ ସୌନ୍ଦର୍ୟ୍ୟ ଏବଂ ଫିଟ୍ନେସ୍ ପାଇଁ ବି-ଟାଉନ୍ରେ ବେଶ୍ ଜଣାଶୁଣା। ସେ ସୋଶାଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ। ପ୍ରତିଦିନ ତାଙ୍କର କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ
Read More...

ସଲମନ୍ ବିବାହ କରିଲେ ନାହିଁ କାହିଁକି ?

ମୁମ୍ବାଇ: ବଲିଓଡ଼ର ସୁପରଷ୍ଟାର ଯାହାଙ୍କୁ ଦବଙ୍ଗ ଖାନ୍ ବୋଲି ସମସ୍ତେ ଜାଣନ୍ତି । ସେହି ଦବଙ୍ଗ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ପ୍ରଶଂସକମାନେ ଉତ୍ସାହିତ ଥା’ନ୍ତି । ରିଲ୍ ଲାଇଫ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ରିୟଲ୍ ଲାଇଫରେ ସେ ଏ ପର୍ଯ୍ୟନ୍ତ ବ୍ୟାଚେଲର୍
Read More...

ବାପା ହେଲେ ବାବୁସାନ୍‍

ଭୁବନେଶ୍ୱର: ବାପା ହେଲେ ବାବୁସାନ୍‍। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଧର୍ମପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ଏହି ଖବର ଜଣାପଡ଼ିବା ପରେ ଓଲିଉଡ଼ର ଚକୋଲେଟ୍‍ ବୟ ଭାବେ ପରିଚିତ
Read More...

ମୋତି ସହ ଜଡିତ ବିଶେଷ ମହତ୍ତ୍ୱ

ମୋତି ଏକ କଠୋର ପଦାର୍ଥ, ଏହା କୋମଳ ଜୀବଙ୍କ ଠାରୁ ମିଳିଥାଏ। ସେହି ମୋତିକୁ ଅସଲି ମୋତି କୁହାଯାଏ, ଯାହା ଚିକ୍କଣ ଓ ଗୋଲ। ଏତଦ ବ୍ୟତୀତ ମୋତୀ ଅନ୍ୟ ଆକାରର ମଧ୍ୟ ରହିଛି। ଏହାକୁ ରତ୍ନ ରୂପରେ ଓ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଏ। ମୋତିକୁ ମୁଖ୍ୟତଃ ଚନ୍ଦ୍ରମାଙ୍କର ରତ୍ନ
Read More...

ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଆନ୍ତୁ : ତୁଳସୀ, ଲବଙ୍ଗ

ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। କିଛି ସହଜ ଓ ଘରୋଇ ଉପାୟ
Read More...

ସୁଖରେ ବିତିବ ବର୍ଷ : ନବବର୍ଷ ପାଇଁ କିଛି ନୂଆ ଉପାୟ

୨୦୨୦ କରୋନା ପାଇଁ ସମଗ୍ର ବର୍ଷ ଲୋକଙ୍କ ପାଇଁ ଚିନ୍ତାରେ ବିତିଥିବା ବେଳେ ୨୦୨୧ ସଭିଁଙ୍କ ପାଇଁ ମଙ୍ଗଳକାରୀ ଓ ଶୁଭଙ୍କର ହେଉ ବୋଲି କାମନା। ନବବର୍ଷ ଆର୍ଥିକ ସମୃଦ୍ଧି, ଉନ୍ନତି ଓ ପରିବାରେ ସୁଖଶାନ୍ତି ପାଇଁ ବାସ୍ତୁରେ କିଛି ଉପାୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ସେହି ଉପାୟ ବିଷୟରେ….
Read More...

ଖ୍ରୀଷ୍ଟମାସ ବିଶେଷ : ଏହି ଜିନିଷର ରହିଛି ସ୍ୱତନ୍ତ୍ରତା, ଯାହା ବିନା ଫିକା ଲାଗେ ପର୍ବ

ଖ୍ରୀଷ୍ଟମାସର ପର୍ବ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କୁ ମଧ୍ୟ ଖୁବ ପସନ୍ଦ। ବିଶେଷ କରି ଖ୍ରୀଷ୍ଟୀଆନ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୁଖ୍ୟ ପର୍ବ ହେଉଛି ବଡଦିନ , ଡିସେମ୍ବର ୨୫। ଏହି ପର୍ବକୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ। ଏହି ପର୍ବ, ଆଲୋକ, ଭଲପାଇବା ଓ ଖୁସିର
Read More...

ଅଧିକାଂଶ ଛୋଟ ପିଲା ମେଦ ବହୁଳତାର ଶିକାର

ନୂଆଦିଲ୍ଲୀ: ଦେଶର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର। ୨୨ ରାଜ୍ୟରେ ନ୍ୟାଶନାଲ ଫ୍ୟାମିଲି ହେଲଥ-୫ (ଏନଏଫଏଚଏସ) ଏକ ସର୍ଭେ କରିଛି। ଯେଉଁଥିରେ ୨୦ଟି ରାଜ୍ୟରେ ୫ ବର୍ଷରୁ କମ୍ ଛୋଟ ପିଲା ମେଦ ବହୁଳତାର ଶିକାର ହୋଇଛନ୍ତି। ଆଉ ଏହି ସଂଖ୍ୟା ଦିନକୁ ଦିନ ବଢ଼ି
Read More...

ବାୟୁ ପ୍ରଦୂଷଣରୁ ରକ୍ଷା କରେ ଅଁଳା

ଶୀତଦିନେ ଅଁଳାକୁ ସୁପରଫୁଡ ବୋଲି କୁହାଯାଇଥାଏ । ଅଁଳା ଖାଇଲେ ହାର୍ଟ, ବ୍ଲଡ୍ ପ୍ରେସର, ଡାଇବେଟିସ୍ ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ନିୟନ୍ତ୍ରଣ ହୋଇଥାଏ । ଏଥିରେ ଥିବା ଆଂଟ-ଇନଫ୍ଲାମେଂଟାରୀ ଓ ଆଂଟି -ଅକ୍ସିଡାଂଟ ଗୁଣ ଇମୁ୍ୟନିଟି ପାୱାରକୁ ବଢ଼ାଇବା ସହ ଆପଣଙ୍କ ଫୁସ୍ଫୁସ୍କୁ ସୁସ୍ଥ ରଖି ବାୟୁ
Read More...