Browsing Category

ଧର୍ମ/ସାହିତ୍ୟ

ମାତା ବୈତରଣୀ ଜନ୍ମୋତ୍ସବ ପାଳିତ

ଯାଜପୁର : ଯାଜପୁର ନଗର ଅନତି ଦୂରରେ ପବିତ୍ର ସିଦ୍ଧେଶ୍ୱର ପୀଠ । ବୈତରଣୀ ନଦୀ ଉତର ବାହିନୀ ଠାରେ ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାତା ବୈତରଣୀ ଜନ୍ମୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ ସାଧୁ ସନ୍ଥ, ଗୋନାଶିକା ପର୍ବତର
Read More...

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ଓ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଲାଗି ଆଜି ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ହୋଇଛି । ସେହିପରି ଆଜିଠାରୁ ଶ୍ରୀଜୀଉଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ପାରମ୍ପରିକ ପୂଜାର୍ଚ୍ଚନା ସହ
Read More...

ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା
Read More...

ଆଜିଠୁ ଖୋଲିଲା ଧର୍ମାନୁଷ୍ଠାନ

କଟକ: କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି । ସେ କହିଛନ୍ତି, ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ୱରଙ୍କ ପୀଠ । କୋଭିଡି କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ
Read More...

ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନାର ଦ୍ୱିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର । ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । କେନ୍ଦ୍ର ସରକାରଙ୍କ
Read More...

ସ୍ନାନ ଅଭାବରୁ ସଂଗ୍ରହାଳୟରେ ରହିବନି ମହାପ୍ରଭୁଙ୍କ ତିନି ରଥ

ପୁରୀ: ସଂଗ୍ରହାଳୟରେ ରହିବନି ମହପ୍ରଭୁଙ୍କ ତିନି ଐତିହାସିକ ରଥ । ପ୍ରତିବର୍ଷ ଭଳି ଗତବର୍ଷର ଏହି ତିନି ରଥର ଅଂଶକୁ ପରିଚାଳନା କମିଟିର ଧାର୍ଯ୍ୟ ଦରରେ ବିକ୍ରି କରି ଦିଆଯିବ । ବାକି ଅଂଶ ଶ୍ରୀମନ୍ଦିର ରୋଷ ଘରେ କୋଠଭୋଗ ପ୍ରସ୍ତୁତିରେ ଲାଗିବ । ତିନି ରଥର ସଂରକ୍ଷଣ ନେଇ ଶ୍ରୀମନ୍ଦିର
Read More...

ବାହାରିଲା ନୀଳାଚଳ ଅବଢ଼ା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନବ୍ୟାପୀ ଘୋଷଯାତ୍ରା ଏବଂ ୧୨ର ଦିନ ଲୀଳା ସାରି ଗତକାଲି ନୀଳକନ୍ଦରଙ୍କୁ ଫେରିବା ପରେ ଆଜି ଶ୍ରୀ ମନ୍ଦିରରୁ ନୀଳାଚଳ ଅବଢ଼ା ବାହାରିଛି । ନୀଳାଚନ ଅବଢ଼ା ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିଖିତ ହୋଇଛି । ଅବଢା ପାଇଁ ଶ୍ରୀ
Read More...

ନୀଳକନ୍ଦରକୁ ବିଜେ କଲେ ହରି

ପୁରୀ: ୯ଦିନ ବ୍ୟାପୀ ଘୋଷଯାତ୍ରା ଏବଂ ମାନବୀୟ ଲୀଳା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ରଥଉପରେ ଶ୍ରୀଜିଉମାନଙ୍କ ସମସ୍ତ ନୀତିକାନ୍ତି ଓ ପୂଜାଚର୍ଚ୍ଚନା ପରେ ଆଜି ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି
Read More...

ପାଣି ଭିତରେ ଚାଲିଛି ବାବାଙ୍କ ନୀତିକାନ୍ତି

ଆରଡି: ଲଘୁଚାପ ପ୍ରଭାବରେ ଆରଡି ଓ ଆଖପାଖ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ଫଳରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଅମୃତକୁଣ୍ଡ/ପାଦୁକ କୁଣ୍ଡ ଦେଇ ବର୍ଷାପାଣି ପ୍ରବେଶ କରିଛି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ
Read More...

ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହାମାରୀ କରୋନା ଯୋଗୁଁ ଗତବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଥିବା ବେଳେ ପୁରୀ ବାସୀ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ ବୋଲି ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୁଚନା ଦେଇଛନ୍ତି । ସେ
Read More...