Browsing Category

ଅପରାଧ

ବନ୍ଧା ହେଲା କୋଟିପତି ପିଏସ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ତାଙ୍କର ଜାମୀନ ଆବେଦନ ଅଗ୍ରାହ୍ୟ ହେବାକୁ ତାଙ୍କୁ
Read More...

ପିପିଲି ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଏସଟିଏଫ୍ ପକ୍ଷରୁ ପିପିଲି- ନିମାପଡ଼ା ଓଭରବ୍ରିଜ ଉପରୁ ଏକ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାମଲାରେ ଇମତାଜ ଖାନ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର
Read More...

ବିଡା ବିଡା ଟଙ୍କା, ସୁନା ଅଳଙ୍କାର ଜବତ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରିଛି । ଚଢାଉ ବେଳେ ଭିଜିଲାନ୍ସ ବିଡା ବିଡା ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି । ଟଙ୍କା ଦେଖି ଭିଜିଲାନ୍ସ
Read More...

ବିଚାରପତିଙ୍କୁ ଅଟୋ ଚଢାଇ ହତ୍ୟା

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଦୁର୍ବୃତ ମାନେ ଅଟୋ ଚଢାଇ ହତ୍ୟା କରିବା ଘଟଣା ଦେଶରେ ଘୋର ଆଲୋଡନ୍ ସୃଷ୍ଟି ରକିଛି । ପୂର୍ବରୁ ପ୍ରାତଃ ଭ୍ରମଣରେ ଥିବା ବିଚାରପତିଙ୍କର ରାସ୍ତା ଦୃର୍ଘଟଣା ମୃତ୍ୟୁ ଘଟିଥିବା କୁହାଯାଇଥିଲେ ମଧ୍ୟ
Read More...

ଭିଜିଲାନ୍ସ ଜାଲରେ କିରାଣୀ

ସମ୍ବଲପୁର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଦିଲିପ ଦେବ ଘର ଓ ଅଫିସିରେ ଭିଜିଲାନ୍ସ ଆଜି ଚଢାଉ କରିଛିି । ଭିଜିଲାନ୍ସ ଅଧିକାରୀଙ୍କ ସହ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ଚଢାଉ କରାଯାଉଛି ।
Read More...

ବିଦ୍ୟାଭାରତୀଙ୍କ ଚତୁର୍ଥ ହାତ ଲେଖା ଚିଠିକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନଥିଲା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲୋଖା ଚିଠି ଉଧାର ହୋଇଛି । ଏହି ଚିଠିରେ ତାଙ୍କ ମନ ଭିତରେ ଥିବା ଘୃଣା, ଅବଶୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରିହେଇ ପଡୁଛି
Read More...

ମୋବାଇଲକୁ ଲିଙ୍କ ପଠାଇ ଲୁଟିନେଲେ ଲକ୍ଷେ ୭୦ ହଜାର

ଭୁବନେଶ୍ୱର: ଆପଣଙ୍କ ଏସ୍‌ବିଆଇ ବ୍ୟାଙ୍କ ୟୋନୋ ଆକାଉଂଟ ସସ୍‌ପେଣ୍ଡ ହୋଇଯାଇଛି । ଅପଡେଟ୍ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ । ଏହିଭଳି ମୋବାଇଲ୍‌କୁ ମେସେଜ୍ ପଠାଇ ସାଇବର ଠକ ଜଣେ ଯୁବକଙ୍କ ଆକାଉଂଟରୁ ପ୍ରାୟ ଲକ୍ଷେ ୭୦ ହଜାର ଟଙ୍କା ଚଳୁ କରିନେଇଛି । ଏନେଇ ସେ ପ୍ରଥମେ ଭୁବନେଶ୍ୱର
Read More...

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍ ସିଲ୍‌

ବଲାଙ୍ଗିର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତ୍‌ାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଧ୍ୟୟନ କରିଥିବା ବଲାଙ୍ଗିର ଲର୍କିପାର୍ଲି ସ୍ଥିତ ଏଲଆଇ ଟ୍ରେନିଂ ସେଣ୍ଟରରେ ପୋଲିସର ତଦନ୍ତ ଅରମ୍ଭ କରିଛି । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ଜୁନିୟର
Read More...

କେନ୍ଦ୍ରାପଡ଼ାରେ ପୋଲିସ୍ ଛାଉଣୀ

କେନ୍ଦ୍ରାପଡା : ପୋଲିସ୍ ଏନ୍‌କାଉଂଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ନେଇ କେନ୍ଦ୍ରାପଡା ସହରରେ ଆଇନ୍‌ଶୃଙ୍ଖଳା ପରିସ୍ଥି୍‌ତି ବଜାୟ ରଖିବା ପାଇଁ ସମଗ୍ର ସହର ବହୁ ପଞ୍ଚାୟତ ଅଞ୍ଚଳରେ ୧୪୪ ଧାରା ଜାରୀ କରାଯିବା ସଙ୍ଗେ ସଙ୍ଗେ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି ।
Read More...

୪୮କେ.ଜି ଗଞ୍ଜେଇ ଜବତ,୨ଗିରଫ

କେସିଙ୍ଗା: କେସିଙ୍ଗା ଆଦର୍ଶ ଥାନା ପୁଲିସ ଏକ ହୋଣ୍ଡା ସିଟି କାର ୟକ୍ଷ୩ମ ବଳ୫୨୧୫ ନମ୍ବର ଉପରେ ଙଜ୧୦ମ୯୪୩୫ ଷ୍ଟିକର ଲଗାଇ ଆଜି ପୁଣି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ କୁର୍ଲୁପଡା ଛକ୍ ଠାରେ ଜବତ କରିଛି ।ହୋଣ୍ଡା ସିଟି କାରଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା
Read More...