Browsing Category

ପ୍ରମୁଖ ଖବର

ମାଲକାନଗିରି ନୂତନ ବିମାନ ବନ୍ଦର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

୪ହଜାର କୋଟି ବ୍ୟୟରେ ସମନ୍ଵିତ ଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନୂତନ ବିମାନ ବନ୍ଦର ଉଦ୍ଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ବିମାନ ବନ୍ଦରଠାରେ ପହଞ୍ଚି ନିଜ କର କମଳରେ
Read More...

ଅଯୋଧ୍ୟାକୁ ଦୁଇ ଯୁବକଙ୍କ ପଦଯାତ୍ରା

ମାଲକାନଗିରି : ଆଉ ମାତ୍ର କେଇ ଦିନର ଅପେକ୍ଷା ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲାଲାଙ୍କ ଐତିହାସିକ ମନ୍ଦିର। ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ। ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା
Read More...

ସ୍ୱଳ୍ପ ସମୟରେ ୧00 ଏମଏମଟି ପଣ୍ୟ ପରିଚାଳନା କରି ସର୍ବ ଭାରତୀୟ ସ୍ତରରେ ପାରାଦୀପ ବନ୍ଦରର କୀର୍ତ୍ତିମାନ ସ୍ଥାପନ

ପାରାଦୀପ :  ସ୍ୱଳ୍ପ ସମୟ ମଧ୍ୟରେ ୧00 ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ନିଜସ୍ୱ ରେକର୍ଡ ଭଙ୍ଗ କରିବା ସହ ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ବିରଳ କୃତିତ୍ୱ ହାସଲ କରିଛି l ଲଗାତାର ସାତବର୍ଷ ଧରି ୧00 ଏମଏମଟି କ୍ଲବରେ ସାମିଲ ହୋଇ ଚଳିତ ଆର୍ଥିକ
Read More...

ପାରାଦୀପ ଇଫକୋକୁ ‘ଜାତୀୟ ଶକ୍ତି ସରଂକ୍ଷଣ’ ପୁରସ୍କାର

ପାରାଦୀପ : ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଏଥିପ୍ରତି ଅତୁଳନୀୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଇଫକୋ ପାରାଦୀପ ୟୁନିଟ୍ କୁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨0୨୩ ରେ ସମ୍ମାନିତ କରାଯାଇଛି l କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ
Read More...

ଜିଲ୍ଲା ଟାସ୍କ ଫୋର୍ସ କମିଟି ପକ୍ଷରୁ ୨ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଟାସ୍କ ଫୋର୍ସ କମିଟି ପକ୍ଷରୁ ଗତ ୨ଦିନ ଧରି ମାଲକାନଗିରି ସହର ଏବଂ ଗ୍ରାମାଞ୍ଚଳର ବିଭିନ୍ନ କାର୍ଯ୍ୟ ସ୍ଥଳରେ ଅଚାନକ ଚଢ଼ାଉ କରିବା ସହିତ ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ ନିର୍ମାଣାଧିନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ
Read More...

ଅଭାବି ବିକ୍ରିର ଶିକାର ହେଉଛନ୍ତି କପା ଚାଷୀ

ଗୋଲାମୁଣ୍ଡା : ଭାରତ ନୁହେଁ କି ଓଡିଶା ନୁହେଁ, ସମଗ୍ର ଏସିଆ ମହାଦେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲାର କପାକୁ ଉତ୍କୃଷ୍ଟ ମାନର କପା ବୋଲି ଆଖ୍ୟା ଦିଆଯାଇଛି । କିନ୍ତୁ ଏହି ଧଳା ସୁନା ଏବେ ଦଲାଲଙ୍କ ହାତରେ ଲାଗିଛି । ଏପଟେ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ଦଲାଲଙ୍କ ହାତରେ କମ ରେଟରେ ଟେକି
Read More...

ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପାରାଦୀପ : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦୀପ ଗସ୍ତରେ ଆସି ପାରାଦୀପ ବନ୍ଦରର ୱେଟ ବେସିନଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦାନ କରିଥିଲେ । ରାଷ୍ଟ୍ରପତି ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ   ନବନିର୍ମିତ ହେଲିପ୍ୟାଡରେ ଅବତରଣ କରିବା ପରେ 
Read More...

ଟିପ୍ପର ଦୁର୍ଘଟଣାରେ ଗୋଟିଏ ଗାଁର ୬ଜଣ ମୃତ

ଶୋକାକୂଳ ପରିବେଶରେ ଫାଟି ପଡିଲା ଗାଁ ନବରଙ୍ଗପୁର : ଟିପ୍ପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗୋଟିଏ ଗ୍ରାମର ଛଅ ଜଣ ଯୁବକ । ଗାଁ ସାରା ଶୋକାକୁଳର ପରିବେଶ । କାମ କରିବାକୁ ଯାଇ ଶବ ହୋଇ ଫେରିଲେ । ମୃତ ଖବର ଶୁଣି ପରିବାର ଲୋକ ହତବାକ ହୋଇଥିଲେ ।ସୂଚନା ଅନୁସାରେ ଗତ କାଲି  ମାଲକାନଗିରି
Read More...

ମୌଳିକ ସୁବିଧାରୁ ବଞ୍ଚିତ ଏଲକାନୁର ଗ୍ରାମ

କାଲିମେଳା : ଆଦିବାସୀ ବହୁଳ ଜିଲ୍ଲା ଗୁଡିକ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ବାସ୍ତବରେ ପ୍ରଣୟନ ହୋଇପାରୁନି l ଦଶନ୍ଧି ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଏମିତି କେତେ ଗୁଡିଏ ଗାଁ ରହିଛି ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ପାରି ନାହି କି, ନଳକୂପ ନାହି
Read More...

ଡିସେମ୍ବର ୧ ରୁ କୋଣାର୍କ ଉତ୍ସବ

ନିମାପଡ଼ା : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୪ ତମ କୋଣାର୍କ ଉତ୍ସବ ଓ ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଆ ଭାଷା
Read More...