Browsing Category

ପ୍ରମୁଖ ଖବର

ମାଲକାନଗିରି ତୁଳସୀ ପାହାଡ଼ରୁ ମାଓ ଡମ୍ପ ଠାବ

ମାଲକାନଗିରି : ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓପ୍ରବଣ ତୁଲସୀ ପାହାଡ଼ରେ କୁମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ପକ୍ଷରୁ ପୂର୍ବରୁ ଲୁଚାଇ ରଖିଥିବା ବହୁ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ପୋଲିସ ହାତରେ ଲାଗିଛି। ତେବେ ମାଲକାନଗିରି ଏସପି ନୀତେଶ ୱଦବାନିଙ୍କ ନେତୃତ୍ବରେ ଏସ.ଓ.ଜି
Read More...

ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା ଚାଲିଲା ୩୬ଟି ବସ୍, ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ, ପ୍ରଥମ କରି ମାଲକାନଗିରିରେ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସାରା ରାଜ୍ୟରେ ଚାଲିବ ୧୦୦୦ରୁ ଅଧିକ ବସ୍। ଲକ୍ଷ୍ମୀ ଯୋଜନା
Read More...

ରାସ୍ତା କାମ ନିମ୍ନ ମାନର ଅଭିଯୋଗ

କାମର ମାସେ ହୋଇନି ହାତରେ ବାହାରୁଛି ପିଚୁ ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ସବୁ ଗ୍ରାମକୁ ରାସ୍ତା ନାହିଁ । ଗାଁକୁ ରାସ୍ତା ପାଇଁ ଅନେକ ଥର ଅଭିଯୋଗ ଓ ଦାବୀ ପରେ ବହୁ କଷ୍ଟରେ ଗ୍ରାମର ରାସ୍ତାକୁ ଆସୁଛି ଅନୁଦାନ ଓ ତାପରେ ତିଆରି ହୋଉଛି ରାସ୍ତା । ରାସ୍ତା ପାଇଁ ଅନୁମତି ଓ ରାସ୍ତା
Read More...

ପେଣ୍ଡ୍ରାଣୀ ମା ଙ୍କ ଯାତ୍ରା ମହା ଆଡମ୍ବର ସହକାରେ ପାଳିତ

* ୫ହଜାର ରୁ ଉର୍ଧ ଭକ୍ତ ଙ୍କ ସମାଗମ ଉମରକୋଟ : ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ଯାତ୍ରା ମହା ଆଡମ୍ବର ସହକାରେ ପାଳନ କରାଯାଇଛି। ପ୍ରବଳ ଗରମ ସତ୍ୱେ ମା ଙ୍କ ଦର୍ଶନ ନିମନ୍ତେ ୫ ହଜାରରୁ ଉର୍ଧ ଭକ୍ତ ଙ୍କ ସମାଗମ ହେଇଥିଲା। ଯାହା ମା ଙ୍କ
Read More...

୧୩ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ

ମୁମ୍ବାଇ : ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ଆସନ୍ତା ୧୩ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ ଏସ.ସୋମନାଥ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୧୩ରେ ଉତକ୍ଷେପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସବୁକିଛି
Read More...

ସାକ୍ଷୀ ଦେଶର ସର୍ବ କନିଷ୍ଠ ପାଇଲଟ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ସାକ୍ଷୀ କୋଚ୍ଚର ଦେଶର ସବୁଠାରୁ କନିଷ୍ଠ କମର୍ସିଆଲ ପାଇଲଟ୍ ହେବାର ଗୌରବ ହାସଲ କରିଛନ୍ତି । ୨୦୦୫ ମେ ୩୦ରେ ଜନ୍ମ ଗ୍ରହଣ କରିଥିବା ସାକ୍ଷୀ ମାତ୍ର ୧୮ବର୍ଷ ବୟସରେ ବାଣିଜ୍ୟିକ ବିମାନ ଉଡାଣ ଲାଗି ପାଇଲଟ୍ ଲାଇସେନ୍ସ ହାସଲ କରିଛନ୍ତି । ଏହା ପୂର୍ବରୁ
Read More...

ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ଭିତିଭୂମିର ବିକାଶ ପାଇଁ ଜ଼ିଲ୍ଲାପାଳଙ୍କ ତତ୍ପରତା

*ଜାତୀୟ କ୍ରୀଡା ହକି, କ୍ରିକେଟ ଏବଂ ଫୁଟବଲ ସହ ଅନ୍ୟାନ କ୍ରୀଡା ଉପରେ ଗୁରୁତ୍ୱ *ଜ଼ିଲ୍ଲା କ୍ରୀଡା ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଓ ଉପସଭାପତି ଏମ. ବାଳକୃଷ୍ଣ ରାଓ ଙ୍କ ପ୍ରଚେଷ୍ଟାରେ ଅନୁଧ୍ୟାନ ଟିମର ଗ୍ରସ୍ତ ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲାପାଳ ଡ଼କ୍ଟର କମଳ ଲୋଚନ
Read More...

ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ : ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୁରିନାମ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଗୃହମନ୍ତ୍ରଣାଳୟ
Read More...

‘ମହାଭାରତ’ର ଶକୁନି ଆଉ ନାହାନ୍ତି

ମୁମ୍ବାଇ : ବି. ଆର୍. ଚୋପ୍ରାଙ୍କ ଟେଲିଭିନ୍ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁଁ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସରବଜୀତ- ଗୁଫୀ ପେଣ୍ଟଲ୍ ଙ୍କର ଆଜି ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାରସୂତ୍ରରୁ ଜଣାପଡ଼ିଛି । ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ
Read More...

ରେଳ ଦୁର୍ଘଟଣାରେ ଅନାଥ ପିଲାଙ୍କ ଶିକ୍ଷା ଦାୟିତ୍ୱ ନେବ ଆଦାନୀ ଗ୍ରୁପ

ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଏକ ବଡ଼
Read More...