Browsing Category

ପ୍ରମୁଖ ଖବର

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର : ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ । ଭୁବନେଶ୍ୱରସ୍ଥିତ  ହୋଟେଲ ଶୀତଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର "ଟ୍ୱିନ୍ସ" ର ଅଡିଓ ଲୋକାର୍ପିତ ହୋଇଯାଇଛି l ଏହି
Read More...

ଶିକ୍ଷାବିତ୍ କ୍ଷୀତି ଭୂଷଣ ଦାସ ୟୁଜିସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିକଟରେ ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ
Read More...

ମିଶନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ୱ ଦରବାରରେ ଉପଲବ୍ଧ ହେବ : ଜିଲ୍ଲାପାଳ

ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଚାରି ଜଣ ମିଶନ୍ ଶକ୍ତିର ମା’ ମାନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ମିଶନ୍ ଶକ୍ତି ମା’ ମାନଙ୍କର
Read More...

ଯୁକ୍ତ ଦୁଇ ବିଜ୍ଞାନରେ ୮୪.୯୩% ଓ ବାଣିଜ୍ୟରେ ୮୨.୧୨% ପାସ୍: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ ଶୀର୍ଷରେ୨୯୧ଟି କଲେଜରେ ୧୦୦% ରେଜଲ୍ଟ ଦୁଇଟି କଲେଜରେ ଫଳ ଶୂନବାଣିଜ୍ୟରେ ୯୪ଟି କଲେଜରେ ୧୦୦% ପାସ୍ଗତବର୍ଷ ତୁଳନାରେ କମିଲା ପାସ୍ହାରଡିଜି ଲକରରେ ମିଳିବ ପ୍ରମାଣପତ୍ରଆସନ୍ତା ବର୍ଷରୁ ବଦଳିବ ପରୀକ୍ଷା ଢାଂଚା ୮ ତାରିଖ ସୁଦ୍ଧା କଳା ପରୀକ୍ଷା ଫଳ ଭୁବନେଶ୍ୱର
Read More...

ଆଇସିଏଆଇ-ଭୁବନେଶ୍ୱର ଚାପ୍ଟରର ନୂତନ ପରିଚାଳନା କମିଟି ନିର୍ବାଚିତ

ଭୁବନେଶ୍ୱର : ଇନିଂଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ଆଗାମୀ ୪ ବର୍ଷ ୨୦୨୩-୨୭ ପାଇଁ ଏକ ନୂତନ ପରିଚାଳନା କମିଟି ନିର୍ବାଚିତ କରିଛି । ଏହି ନିର୍ବାଚନରେ ୨୦୨୩-୨୪ ବର୍ଷ ପାଇଁ ସୂର୍ଯ୍ୟନାରାୟଣ ତ୍ରିପାଠୀ ଚେୟାରମ୍ୟାନ ରୂପେ ନିର୍ବାଚିତ
Read More...

ଏନ୍ଭିଏସ୍-୦୧’ ଉପଗ୍ରହର ସଫଳ ଉତକ୍ଷେପଣ

ଶ୍ରୀହରିକକୋଟା : ଆଜି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଏନ୍ଭିଏସ୍-୧’ ସାଟେଲାଇଟ୍ର ସଫଳ ଉତକ୍ଷେପଣ କରାଇଛି । ୨୨୩୨ କିଲୋଗ୍ରାମ୍ ଓଜନର ଏହି ଦିଗବାରେଣୀ ବା ‘ନେଭିଗେସନ୍ ସାଟେଲାଇଟ୍’କୁ ‘ସତୀଶ
Read More...

ଉତ୍ପାଦନ ସତ୍ତ୍ୱେ କୋରାପୁଟ ଜିଲ୍ଲାରେ ଅଦା ଦର ଆକାଶ ଛୁଆଁ ; ଚାଷୀ ହେଉଛି ଅଭାବୀ ବିକ୍ରିର ଶିକାର

କୋରାପୁଟ : ଅଦା ଓ ଶୁଣ୍ଠି ଉତ୍ପାଦନ‌ର କୋରାପୁଟ ଜିଲ୍ଲା ରାଜ୍ୟ ସହ ବାହାର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି । ଉଭୟ ଖରିଫ ଓ ରବି ଋତୁରେ କୋରାପୁଟ ଜିଲ୍ଲାର ସବୁ ବ୍ଲକରେ ଏହି ଅଦାକୁ ଚାଷ କରାଯାଇଥାଏ। ହେଲେ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା,
Read More...

ନୋମିରା ଗ୍ରାମରେ ଲାଭା ବିଶିଷ୍ଟ ଆଗ୍ନେୟଶିଳାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ; ପର୍ଯ୍ୟଟନ…

ଯୋଡା : ଯୋଡା ବ୍ଲକ ଅନ୍ତର୍ଗତ ନମ୍ବିରା ଗ୍ରାମରେ ଭୂତତ୍ୱ ବିଜ୍ଞାନୀ ମାନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପିଲୋଲାଭା ଉଦଗୀରଣ ସ୍ଥଳ ଏକ ଭୂ-ଐତିହ୍ୟ ସ୍ଥଳ ଭାବେ ଦେଶ ତଥା ପୃଥିବୀ ମାନଚିତ୍ରରେ ସ୍ଥାନ ପାଇବା ଏଅଞ୍ଚଳ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବୋଲି ଶୁକ୍ରବାର ନୋମିରା ଗ୍ରାମ ଠାରେ ଭାରତ
Read More...

ବେତାର ନାଟକ “କାଳିଜାଈ” ପାଇଁ କଳାକାର ଚୟନ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ସ୍ୱର ସଙ୍ଗମ କଳା ପରିଷଦ ପରିସରରେ ରେଡ଼ିଓ ସ୍ୱରସଂଗମ ୯୦.୮ ଏଫଏମ୍ ର ନାଟକ କାର୍ଯ୍ୟକ୍ରମ ପାଇଁ ଆଜି କଳାକାର ଚୟନ କରାଯାଇଛି । ଏ ଅବସରରେ ବେତାର ମାଧ୍ୟମରେ ପ୍ରଦର୍ଶିତ ହେବାକୁ ଥିବା "କାଳିଜାଈ" ନାଟକର ବିଭିନ୍ନ ଭୂମୀକା ପାଇଁ ଉଭୟ
Read More...

ଆମ୍ରି ହସପିଟାଲରେ ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର : ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଗାଇନୋକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟ୍ (ଆଇଏଜିଇ), ଓଡ଼ିଶା ଚାପ୍ଟରଆନୁକୂଲ୍ୟରେ ୨୭ ମେ ୨୦୨୩ରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ନିଆରା ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀକର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ
Read More...