Browsing Category

ପ୍ରମୁଖ ଖବର

ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କିଆ ନୋଟ୍ ବଦଳ କରିପାରିବେ

ଭୁବନେଶ୍ୱର : ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ଏକ୍ସଚେଂଜ ପାଇଁ ରହିଛି । ୬୪ କରେନ୍ସି
Read More...

ସିଡନୀରେ ମୋଦି; ବ୍ରିସବେନରେ ଖୋଲିବ ନୂଆ କନସୁଲେଟ୍

ସିଡନୀ, ୨୩ ।୫ (ଏଜେନ୍ସି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି । ସେ ସିଡନୀର କୁଡୋସ୍ ବ୍ୟାଙ୍କ ଏରିନାରେ ଭାରତୀୟ ବଂଶୋଦ୍ଭବଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ସମୟରେ ଗଣପତି ବପ୍ପା ମୋରିୟା, ଭାରତ ମାତା କୀ ଜୟ ଓ ମୋଦି ମୋଦି
Read More...

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ

ଟପ୍ପର ୧୦ଜଣଙ୍କ ମଧ୍ୟରୁ ୬ ଝିଅ : ଈଶିତା କିଶୋର ଆଗରେ ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି । ୟୁପିଏସସିର ଅଫିସିଆଲ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଏହି ପରୀକ୍ଷାରେ ଝିଅଙ୍କ କମାଲ୍
Read More...

ଜୁଲାଇରେ ଚନ୍ଦ୍ରୟାନ-୩ ଉତକ୍ଷେପଣ

ଶ୍ରୀହରିକୋଟା : ଭାରତର ଉଚ୍ଚାଭିଳାଷୀ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-୩’ ଆସନ୍ତା ଜୁଲାଇରେ ଉତକ୍ଷେପଣ ହେବ । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି । ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟରରେ ଏହି ମହାକାଶ ଯାନରେ ବୈଜ୍ଞାନିକ
Read More...

ତିନି ଜଣଙ୍କୁ ନେଇ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ

କ୍ୟାବିନେଟକୁ ଫେରିଲେ ବିକ୍ରମ, ସୁଦାମ, ସାରଦା ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ସମ୍ପ୍ରସାରଣ କରିଛନ୍ତି । ୨୦୨୪ ବିଧାନସଭା ନିର୍ବାଚନ ଆଉ ମାତ୍ର କିଛି ମାସ ବାକି ଥିବାବେଳେ
Read More...

ପ୍ରଧାନମନ୍ତ୍ରୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ : ବୈଶ୍ୱିକ ନେତୃତ୍ୱ ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ ପ୍ରଦାନ କରାଯାଇଛି । କୌଣସି ଅଣ-ଫିଜି ନାଗରିକଙ୍କ କ୍ଷେତ୍ରରେ ଏହା ହେଉଛି ଗୋଟାଏ ଦୁର୍ଲଭ ସମ୍ମାନ । ଫିଜିର
Read More...

ଏଣିକି ଭୁବନେଶ୍ୱରକୁ ଜଗିବ ଡ୍ରୋନ

ଭୁବନେଶ୍ୱର : ରାଜଧାନୀକୁ ଜଗିବ ପୁଲିସ ଡ୍ରୋନ । ଆକାଶ ମାର୍ଗରୁ କରିବ ପାଟ୍ରୋଲିଂ । ଡ୍ରୋନ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ପୁଲିସ ରଖିବ ନଜର । ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ ପାଟ୍ରୋଲିଂ ଆରମ୍ଭ କରିବ
Read More...

ଏଏସ୍ଓ ମେରିଟ୍ ଲିଷ୍ଟ ରଦ୍ଧ

ଦୁଇ ମାସ ମଧ୍ୟରେ ନୂଆ ତାଲିକା ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦେଶ କଟକ : ଓଡ଼ିଶା ଲୋକସଭା ଭବନରେ ଏଏସ୍ଓ ନିଯୁକ୍ତି ଲାଗି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ଆଜି ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ମେରିଟ୍ ଲିଷ୍ଟ୍
Read More...

ସୁପ୍ରିମକୋଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ : ସୁପ୍ରିମକୋଟର ନୂତନ ବିଚାରପତି ଭାବେ ପ୍ରଶାନ୍ତ ମିଶ୍ରା ଏବଂ ବରିଷ୍ଠ ଆଡଭୋକେଟ କେ. ଭି. ବିଶ୍ୱନାଥନ ଆଜି ଶପଥ ଗ୍ରହଣ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ଶପଥ ପାଠ କରାଇଥିଲେ । ଆଜିର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସୁପ୍ରିମକୋଟ
Read More...

ନିକୋବର ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ୱ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ନିକୋବର ଦ୍ୱୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି । ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୩-୪ ଦିନର ଦକ୍ଷିଣ-ପଶ୍ଚିମ
Read More...