ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଜାରି ହୋଇ ପାରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ୍ ।ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସୂଚନା ଦେଇଛନ୍ତି । ନୂଆ ରୂପରେ ଏହି ଲକ୍ଡ଼ାଉନ୍ କାର୍ଯ୍ୟକାରୀ କରାଯିବ । ଆସନ୍ତା ୧୮ ତାରିଖ ପୂର୍ବରୁ ସୂଚନା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।