ନୂଆଦିଲ୍ଲୀ- ମୋ ୧୭ରୁ ଆମ୍ଭ ହେଉଛି ୪ର୍ଥ ପର୍ଯ୍ୟାୟ ଲକଡାଉନ । ଏହି ତାଲାବନ୍ଦରେ କିଛିଟା କୋହଳ ହେବା ନେଇ କେନ୍ଦ୍ର ସରକାର ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥନୈତିକ ଦିଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି । ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଆସାମରେ କଠୋର ତାଲାବନ୍ଦ ଲାଗୁ କରାଯିବ ।