+୩ ଓ ପିଜି ସେମିଷ୍ଟାର ପରୀକ୍ଷା ବାତିଲ୍

ଭୁବନେଶ୍ୱର- +୩ ଓ ପିଜି ସେମିଷ୍ଟାର ପାରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର । ଯୁକ୍ତ ୩ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ଓ ସ୍ନାତକୋତର ଦ୍ୱିତୀୟ ସେମିଷ୍ଟାରକୁ ବାତିଲ କରି ଛାତ୍ରଛାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା ଦ୍ୱରା ପରବର୍ତୀ ଶ୍ରେଣୀକୁ ଉତିର୍ଣ୍ଣ କରାଯିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଭାଇସଚାନସେଲରଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । ଏଥିସହିତ ଯୁକ୍ତ ୩ ଏବଂ ସ୍ନାତକୋତର ପାଠ୍ୟକ୍ରମର ୨୫ ପ୍ରତିଶତ ସିଲାବସ ଛାତ୍ରଛାତୀମାନେ ୟୁଜିସି ସର୍ତାବଳୀ ଅନୁସାରେ ଅଧ୍ୟୟନ କରିବେ ବୋଲି ବୈଠକରେ କୁହାଯାଇଛି ।

Leave A Reply

Your email address will not be published.

eleven − eight =