ଦିଲ୍ଲୀ ଏମ୍ସରେ ୧୧ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

ନୂଆଦିଲ୍ଲୀ- ଦିଲ୍ଲୀ ଏମ୍ସରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମ୍ସରେ କାର୍ଯ୍ୟରତ ୧୧ କରେନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ରେସିଡେଂଟାଲ ଡାକ୍ତର ଅଛନ୍ତି । ଏହାକୁ ମିଶାଇ ଏମ୍ସ କର୍ମଚାରୀ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପଂହଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୫୦ ସୁସ୍ଥ ହୋଇ ପୁନଃ କାର୍ଯ୍ୟରେ ଯୋଗଦେଇଛନ୍ତି । ଗତ ଦିନରେ ୬୪ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.

10 − six =