ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ ପାର

ନୂଆଦିଲ୍ଲୀ- ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ ରେ ପହଂଚିଛି । ସଂକ୍ରମିତଙ୍କ ମଧ୍ୟରୁ ୬୭୬୯୧ ସୁସ୍ଥ ହୋଇଥବା ବେଳେ ୪୫୩୧ ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ୫୮, ଆସାମାର ୪, ବିହାର ୧୫, ଚଣ୍ଡିଗଡ ୪, ଦିଲ୍ଲୀ ୩୦୩, ଗୁଜୁରାଟ ୯୩୮, ହରିୟାଣ ୧୮, ହିମାଚଳପ୍ରଦେଶ ୫, ଜାମ୍ମୁ ଓ କାଶ୍ମୀରରେ ୨୬, ଝାଡଖଣ୍ଡ ୪, କର୍ଣ୍ଣାଟକ୪୭, କେରଳ ୭, ପଞ୍ଜାବର ୪୦, ରାଜସ୍ଥାନ ୧୭୩, ତାମିଲନାଡୁ ୧୩୩, ତେଲେଙ୍ଗାନା ୬୩, ଉତରାଖଣ୍ଡ ୪, ଉତରପ୍ରଦେଶ ୧୮୨ ଓ ପଶ୍ଚିମବଙ୍ଗରେ ୨୮୯ ଜଣଙ୍କ ମୁଣ୍ଡ ନେଇଛି କରୋନା ।

Leave A Reply

Your email address will not be published.

1 × four =