କଳା କୋଟ୍ ଓ ଗାଉନ ପିନ୍ଧିବେନି ହାଇକୋର୍ଟ ଓକିଲ

କଟକ- ହାଇକୋର୍ଟ ଓକିଲଙ୍କୁ କଳା କୋଟ୍ ଓ ଗାଉନ ମନା । କରୋନା ସଂକ୍ରମଣ ଆଶଙ୍କା ନେଇ ମୁଖ୍ୟ ବିଚାରପତି ଓକିଲ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ପୁରୁଷ ମାନେ ଧଳା ସାର୍ଟ,ପ୍ୟାଂଟ ଓ କମିଜ ପିନ୍ଧିବା ସହ ମହିଳା ମାନେ ଧଳା ଶାଢୀ ଓ ଧଳା ନେକ୍ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ବିଚାରପତି । ପରବର୍ତି ନୋଟିସ ନଆସିବା ପର୍ଯ୍ୟନ୍ତ ଏହି ନିୟମ ପାଳନ କରାଯିବ ବୋଲି କୋର୍ଟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

1 × 5 =