ଭୁବନେଶ୍ୱର- ସରକାରୀ କର୍ମଚାରୀଙ୍କ ୧୦ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ । ଏହି ମହଙ୍ଗା ଭତା ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ମାନେ ପାଇପାରିବେ ।

Recover your password.
A password will be e-mailed to you.