କରୋନା ଯୋଦ୍ଧାଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ- ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କୋଭିଡ ୧୯ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତ ଭୟ ଅଧିକ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହସ୍ପିଟାଲ କତୃପକ୍ଷଙ୍କୁ କୁହାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।ଏଥି ସହ ମେଡିକାଲ ଇନଫେକସନ କଂଟ୍ରୋଲ କମିଟି ଗଠନ କରିବାକୁ ନିର୍ଦେଶ ଜାରି କରାଯାଇଛି । ଉକ୍ତ କର୍ମୀଙ୍କ ସ୍ୱାସ୍ଥ୍ୟ ଯାଂଚ ସହ ମନିଟର କରାଯିବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.

seven + 1 =