ନୂଆଦିଲ୍ଲୀ- ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଏସିପି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏକ 
ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି ।  ତେଣୁ ରାଷ୍ଟ୍ରପତି ଭବନରେ  ନିଯୁକ୍ତ  ଅନ୍ୟ ପୁଲିସ କର୍ମଚାରୀ ଓ ଷ୍ଟାଫଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।

Recover your password.
A password will be e-mailed to you.