ଲକଡାଉନ ନିୟମ ଉଲ୍ଲଘନ କଲେ ବର୍ଷେ ଜେଲ୍

ନୂଆଦିଲ୍ଲୀ- ଲକଡାଉନ ଗାଇଡଲାଇନ୍ସ ଅମାନ୍ୟ କଲେ ଅର୍ଥଦଣ୍ଡ ସହ ୧ ବର୍ଷ ଜେଲ ଭୋଗିବାକୁ ପଡିବ । ଚତୁର୍ଥପର୍ଯ୍ୟାୟ ଲକଡାଉନ ଅବଧି ଘୋଷଣା ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ ଲାଇନ ଅନୁଯାୟୀ ନିୟମ ଉଲ୍ଲଘନ କଲେ ଏହା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । ଗୁଜବ ଅପପ୍ରଚାର କାରୀଙ୍କୁ ମଧ୍ୟ ଜରିମାନା ସହ ବର୍ଷେ ଜେଲ ଦଣ୍ଡ ବିଧାନ କରାଯିବ ।

Leave A Reply

Your email address will not be published.

three + nine =