ପାଟ୍ରୋଲିଙ୍ଗ୍ ପାର୍ଟିକୁ ଚୀନ୍ ସେନା ଅଟକ ଖବରକୁ ଖଣ୍ଡନ

ନୂଆଦିଲ୍ଲୀ:  ଲଦାଖ‌ରରେ ଗଣ୍ଡଗୋଳ ପରେ ଚୀନ୍‌ର ପିପୁଲ୍‌ସ୍ ଲିବରେସନ୍ ଆର୍ମି ଭାରତୀୟ ସେନାବାହିନୀ ଏବଂ ଇଣ୍ଡୋ-ତିବ୍ବେତାନ୍ ବର୍ଡର୍ ପୁଲିସ୍ କର୍ମଚାରୀଙ୍କ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହୋଇଥିଲା। ଅଳ୍ପ ସମୟ ପାଇଁ ଅଟକ ରହିଥିବା ପାଟ୍ରୋଲିଙ୍ଗ୍ ପାର୍ଟିଙ୍କ ଠାରୁ ଚୀନ୍ ସୈନିକମାନେ ବନ୍ଧୁକ ଛଡ଼ାଇ ନେଇଥିଲେ।  ଭାରତୀୟ ସେନାବାହିନୀ ରବିବାର ଦିନ ଖଣ୍ଡନ କରିଛି । ଚୀନ ସେନା ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିଛି ଏବଂ ପାଙ୍ଗୋଙ୍ଗ୍ ‌ହ୍ରଦରେ ଜୋର୍‌ଦାର୍ ପାଟ୍ରୋଲିଙ୍ଗ୍ କରୁଛି। ଏହା ଠିକ୍ ନୁହେଁ ବୋଲି ଭାରତୀୟ ସେନା କହିଛି।

Leave A Reply

Your email address will not be published.

fourteen + sixteen =