ଜୁନ ପହିଲାରୁ ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର- ଦୀର୍ଘ ୨ ମାସ ପରେ ଆରମ୍ଭ ହୋଇଛି ଘରୋଇ ବସ ଚଳାଚଳ । ତେବେ ପୂର୍ବପରି ସ୍ୱାଭବିକ ହେଇପାରୁନି । କାରଣ କରେନା ଭୟ ଯୋଗୁଁ ଲୋକମାନେ ବସରେ ଯାତ୍ରା କରିବା ପାଇଁ ଆଶଙ୍କା କରୁଛନ୍ତି । ତେଣୁ ଜୁନ ୧ ପରେ ସ୍ଥିତିରେ ସୁଧାର ଆସିବା ସହିତ ବସ ଚଳାଚଳ ସ୍ୱାଭବିକ ହୋଇପାରିବ ବୋଲି ଆଶା କରାଯାଏ । ଉପଯୁକ୍ତ ବସ କର୍ମଚାରୀ ନାଥିବା ସହ ଅନକେ ଦିନ ଗାଡି ନଚାଳିବାରୁ ଯନ୍ତ୍ରାଂଶରେ ମଧ୍ୟ ସମସ୍ୟା ରହିଛି । ତେଣୁ ଧୀରେ ଧୀରେ ପରିସ୍ଥତିରେ ସୁଧାର ଆସିବ । ଯାତ୍ରୀଙ୍କ ଶରୀର ତାପମାତ୍ରା ମାପିବା ପାଇଁ ଥର୍ମାଲ ସ୍କାନ ଯୋଗାଇବା ପାଇଁ ସରକାରଙ୍କୁ ସଂଘପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.

two × three =