କରୋନାରେ ଆକ୍ରାନ୍ତ କୋଭିଡ ଯୋଦ୍ଧା

ବାଲେଶ୍ୱର- ବାଲେଶ୍ୱର କୋଭିଡ ହସ୍ପିଟାଲରେ କାର୍ଯ୍ୟ ରତ ଦୁଇ ନର୍ସ କରୋନାରେ ଆକ୍ରାନ୍ତ । ଏ ସଂପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ କେ.ସୁଦର୍ଶନ । ସେମାନେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ସ୍ୱାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ହସ୍ପିଟାଲରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।

Leave A Reply

Your email address will not be published.

9 − 4 =