ରାଜ୍ୟ ବାହାରକୁ ଯିବା ପାଇଁ ଇ-ପାସ ବାଧ୍ୟତାମୂଳକ

ଭବନେଶ୍ୱର- ରାଜ୍ୟବାହାରକୁ ଯିବାକୁ ଚାହିଁଲେ ଇ-ପାସ ବାଧ୍ୟତାମୂଳକ । ଏଥିପାଇଁ କୋଭିଡ-୧୯.ଓଡିଶା. ଗଭର୍ଣ୍ଣମେଂଟ.ଇନ୍ ରେ ଆବେଦନ କରିପାରିବେ । ଗୁରୁବାର ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବେଦନ ପତ୍ରରେ ଯାତ୍ରା ବିବରଣୀ, ଡ୍ରାଇଭରଙ୍କ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡି । ଆବେଦନ ସଂପର୍କରେ ଜିଲ୍ଲା କର୍ତୃପକ୍ଷ ତର୍ଜମା କରିବେ । ମଞ୍ଜୁର ହେବାପରେ ପାସ ନମ୍ବର ସହିତ ଯାତ୍ରୀଙ୍କ ତଥ୍ୟ ଏସଏମଏସ ଓ ଇମେଲ ଜରିଆରେ ପଠାଇ ଦିଆଯିବ ।

Leave A Reply

Your email address will not be published.

eight − 2 =