ଭୁବନେଶ୍ୱର- ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଳାସ ଯୋଗାଇ ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଅଧ୍ୟାପକଙ୍କ ଠାରୁ ସମସ୍ତ ଷ୍ଟ୍ରିମ ସଂଗ୍ରହକରିବେ ଅଧ୍ୟାପକ । ଏହାକୁ ଏକ୍ସପର୍ଟ କମିଟି ଯାଂଚ କରିବ । ଡିଜିଟାଲ କୋର୍ସପାଇଁ ଆବଶ୍ୟକ ଶିକ୍ଷାଉପାଦାନ ତଥା ଭିଡିଓ ଯୋଗାଇଦେବା ପାଇଁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ନିଦେ୍ର୍ଧଶକ