ଦଶ ଦିନରେ ଡିସଚାର୍ଜ ହେବେ କରୋନା ରୋଗୀ

ନୁଆଦିଲ୍ଲୀ: ମହାମାରୀ କରୋନରେ ଆକ୍ରାନ୍ତ୍ର ହୋଇ ଚିକିତ୍ସିତ ହେଉ ଥିବା ରୋଗୀ ୧୦ ଦିନରେ ଡିସଚାର୍ଜ ହେବେ ବୋଲି ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର ।ଡିସଚାର୍ଜ ପୂର୍ବରୁ ତାଙ୍କର କୋ÷ଣସି ଆରଟି-ପିସିଆର ଟେଷ୍ଟ କରାଯିବ ନାହିଁ । କମ ଲକ୍ଷଣ କିମ୍ବା ଆଦୋ÷ ଲକ୍ଷଣ ନ ଥାଇ କରୋନା ପଜିଟିଭ ବାହାରି ଥିବା ରୋଗୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି

Leave A Reply

Your email address will not be published.

6 + 10 =