ମେ ୧୬ ପରେ ବଢିବ ତାତି

ଭୁବନେଶ୍ୱର- ମେ ୧୬ ତାରିଖ ପରେ ତାପମାତ୍ରାରେ ପରିବର୍ତନ ହେବ । ପାରଦ ବଢିବା ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୨ ସପ୍ତାହ ଧରି ଏଭଳି ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.

eleven + two =