ଭୁବନେଶ୍ୱର- ଚାକିରିଆଙ୍କ ସୁବିଧା ପାଇଁ ବୁଧାବାର ଠାରୁ କଟକ- ଭୁବନେଶ୍ୱର ମଧ୍ୟରେ ବସ ଚାଳିବ । ରାଜ୍ୟ ସଡକ ପରିବହନ କର୍ତୁପକ୍ଷ ଏହି ବସ ଚଳାଇବେ । ଅଫିସ ଟାଇମରେ ବସଟି ଯାଆସ କରିବ । ୩୦ ଟଙ୍କା ଭଡା ରଖାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।

Recover your password.
A password will be e-mailed to you.