ତିହାର ଜେଲରେ କରୋନା ଭୟ

ନୂଆଦିଲ୍ଲୀ-କରୋନା ଭୂତାଣୁସଂକ୍ରମଣ ଜନିତ ଆଶଙ୍କା ନେଇ ତିହାର ଜେଲ କର୍ତୃପକ୍ଷ ହାଇଆଲର୍ଟ ଜାରି କରିଛନ୍ତି । ବଳାକ୍ରାର ମାମଲାରେ କେତେକ ଅଭିଯୁକ୍ତଙ୍କୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ସଂପୃକ୍ତ ବଳାତ୍କାର କରିଥିବା ପୀଡିତାଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।ତେଣୁ ଅଭିଯୁକ୍ତମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଜେଲରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉଛି ।

Leave A Reply

Your email address will not be published.

four + 9 =